ବାଙ୍ଗାଲୋରରେ ନୂଆଁଖାଇ ଭେଟଘାଟ...

ବାଙ୍ଗାଲୋରରେ ନୂଆଁଖାଇ ଭେଟଘାଟ...


ବରଗଡ଼/ବାଙ୍ଗାଲୋର,୧୦/୦୯ (ବିଜୟ କୁମାର ସାହୁ): ପ୍ରବାସୀ ପଶ୍ଚିମ ଓଡ଼ିଶା ବାସୀ ବାଙ୍ଗାଲୋର୍ ର ୟଲଙ୍କା ,ଚୋଖନହଲ୍ଲି ଅଞ୍ଚଳ ରେ ବାସ କରୁଥିବା ପ୍ରୋଭିଡେଣ୍ଟ ହାରମୋନି କ୍ଲବ ହାଉସ ଠାରେ ଓଡ଼ିଆ ଉତ୍କଳ ସମାଜ ପକ୍ଷରୁ ଗତକାଲି ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି।

      Ad..


ପ୍ରଥମେ ମାଁ ସମଲେଶ୍ଵରୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯକ୍ରମ କୁ ସନ୍ତୋଷ କୁମାର ଡନସେନା ଓ ଅକ୍ଷୟ କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ଆଶିଷ ରଂଜନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

Ad..


ଏଥିରେ  ଅଶୋକ କୁମାର ପଣ୍ଡା, ପ୍ରଶାନ୍ତ ମହାନ୍ତି,ଆକାଶ ପ୍ରଧାନ,ଜିତୁ ପଣ୍ଡା,ମନିନ୍ଦର ସୁନା,ଆୟୁଷ ନାଏକ,ସୁମନ ମହାନ୍ତି,ରୂଚିକା, ଜାହ୍ନବୀ ମିଶ୍ର,ସାସ୍ବତୀ ନାଏକ ଓ ଆହୁରି ଅନେକ ଯୋଗଦେଇ ସହଯୋଗ କରିଥିଲେ ।

Ad..


ଯୋଗ ଦେଇଥିବା ସମସ୍ତ ସଦସ୍ୟ/ସଦସ୍ୟା ସମ୍ବଲପୁରୀ ପୋଷାକ ଓ ସମ୍ବଲପୁରୀ ଖାଦ୍ୟ ପେୟରେ ନୂଆଁଖାଇ ଉତ୍ସବ ପାଳନ ପୂର୍ବକ ପରଶ୍ବରକୁ ଅଭିବାଦନ ଯଣାଇଥିଲେ । ଶେଷରେ ଜଟାଧାରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post