ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ...
ପାଇକମାଳ,୩୦/୦୯ (ବିଜୟ କୁମାର ସାହୁ) : ପାଇକମାଳ ବ୍ଳକ ମାଣ୍ଡୋସିଲ ୭୪ ତମ ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ ହୋଇଯାଇଛି।
Ad..
ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ସମ୍ମାନିତ ଅତିଥି ଭାବରେ ପୂଜା କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ, ସମ୍ପାଦକ ଗୋପାଳ ପ୍ରସାଦ ବେହେରା, ଗ୍ରାମ୍ୟ କମିଟି ସଭାପତି ଜଗନ୍ନାଥ ପୁଟା...
Ad..
ସମ୍ପାଦକ ରାଧେଶ୍ୟାମ ପଟେଲ, ଭୀମସେନ ଖୁଣ୍ଟିଆ ,ଧନସିଂ ପଟେଲ, କିଶୋର ଖୁଣ୍ଟିଆ, ତପନ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ। ଶରତ ଚନ୍ଦ୍ର ହଂସ ସଭା ପରିଚାଳନା କରିଥିଲେ।
Ad..
ରାବଣ ଦରବାର ରବିବାର ଠାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇ ରାବଣପୋଡି ହେବ । ଏଥିରେ ପୂଜା କମିଟି ତଥା ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
Durga Puja
latest news
latest update
mandosil
odisha daily current affairs
odisha news
paikmaal





