ଖୋଲା ଆକାଶ ତଳେ ଗାଇର ଅପରେସନ,ବାଛୁରୀ ମୃତ...

ଖୋଲା ଆକାଶ ତଳେ ଗାଇର ଅପରେସନ,ବାଛୁରୀ ମୃତ...


ବରଗଡ଼,୩୦/୦୯ (ବିଜୟ କୁମାର ସାହୁ) : ପାର୍ବଣ ର ସନ୍ଧ୍ୟା ରେ ବରଗଡ଼ ଜିଲ୍ଲାର ପଦ୍ମପୁର ସହର ଝଲସୁଥିବା ବେଳେ ଗୀତ ନୃତ୍ୟ ରେ ଲୋକ ମସଗୁଲ ଥିଲେ।

Ad..


ଏପଟେ କିନ୍ତୁ ଗୋଟିଏ ଗାଈ ର ଜୀବନ ବଞ୍ଚାଇବା ପାଇଁ ଡ଼ା. ରେଣୁ ଦାଶ ଭିଏଏସ ଗାଇସିଲେଟ, ମିନକେତନ ସାହୁ ଏଲ ଆଇ ବରିକେଲ, ସାଗର ଚୈହାନ ଏଲ ଆଇ ଦହି ଗାଁ, ଏବଂ ଆଜାଦ୍ ମାଝି...

      Ad..


ଲୋକେଶ କର୍ନାଲ, ପ୍ରମୁଖ ଙ୍କ  ଦିର୍ଘ ତିନି ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମର ଅପରେସନ ପରେ ଏବେ ୭୨ ଘଣ୍ଟା କୁ ଅପେକ୍ଷା, ଜିବୀତ ଅଛି ଗାଇ ହେଲେ ବାଛୁରୀ ମୃତ।

Ad..


ପଦ୍ମପୁର ଉପଖଣ୍ଡୀୟ ପ୍ରାଣୀ ଚିକିତ୍ସାଳୟ, , ଡଃ ରାନୁ ଦାସ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଗାଇ ର ଜୀବନ ବଞ୍ଚାଇବାର ଉଦ୍ୟମ କୁ ଧନ୍ୟବାଦ ଜଣାଉଛୁ । ସାରଦୀୟ ପାର୍ବଣ ରେ ସହରର ସମସ୍ତ ଜନସାଧାରଣ ଖୁସି ଯାଉଥିବା ବେଳେ ଏପଟେ କିନ୍ତୁ ଦୁଇ ଜଣ ସ୍ଥାନୀୟ ଯୁବକ ଙ୍କ ସହ ପ୍ରାଣୀ ଚିକିତ୍ସାକ ଙ୍କ ଟିମ୍ ମାଁ ଦୂର୍ଗା ଙ୍କୁ ସ୍ମରଣ କରି...

Ad..



ଅପରେସନ ରେ ବ୍ୟସ୍ତ ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଥିଲା। ଏହି ଉପସ୍ଥିତ ସମସ୍ତ ଙ୍କୁ ଆଜି ର ପାର୍ବଣ ଅବସରରେ ଯେତେବି ଧନ୍ୟବାଦ ଦେଲେ ହୁଏତ କମ୍ ହୋଇପାରେ ବୋଲି ହୃଦବୋଧ ହୁଏ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post