"ଏକ ପେଡ ମାଁ କେ ନାମ୍" କାର୍ଯ୍ୟକ୍ରମ ଉପଲକ୍ଷେ ବ୍ଲକ ସ୍ତରୀୟ ପ୍ରତିଯୋଗିତା...

"ଏକ ପେଡ ମାଁ କେ ନାମ୍" କାର୍ଯ୍ୟକ୍ରମ ଉପଲକ୍ଷେ ବ୍ଲକ ସ୍ତରୀୟ ପ୍ରତିଯୋଗିତା...


ବରଗଡ଼,୧୬/୦୯ (ବିଜୟ କୁମାର ସାହୁ) : ସେପ୍ଟେମ୍ବର ୧୭ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ପାଳନ ଅବସର ରେ ଅନୁଷ୍ଟିତ ହେବାକୁ ଥିବା "ଏକ ପେଡ ମାଁ କେ ନାମ" କାର୍ଯ୍ୟକ୍ରମ ଉପଲକ୍ଷେ...

Ad..


ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସର ରେ ବରଗଡ଼ ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର  ବ୍ଲକ ସ୍ତରୀୟ ତର୍କ ପ୍ରତିଯୋଗିତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଯାଇଛି ।

Ad..


ତର୍କ ପ୍ରତିଯୋଗିତା ରେ ସାଲିନୀ ସା,ନୁପୁର ମାହାନା,ପ୍ରାଚୀ ଭୋସାଗର ପ୍ରମୁଖ ଯଥା କ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରବନ୍ଧ ଲିଖନ ରେ ଅଙ୍କିତା ଭୋଇ,ଶିବାନୀ ମେହେର,ବର୍ଷା ମୁଣ୍ଡା ଯଥା କ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

    Ad..


ବିଚାରକ ଭାବେ ଡ଼ ଡୋଳା ମଣି ସତପଥି,କପିଲ ବାଗ ଓ ନନ୍ଦ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post