ବିଜେପି ତରଫରୁ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ...
ବରଗଡ଼,୦୧/୦୯ (ବିଜୟ କୁମାର ସାହୁ): ଗତ ୨୭ ତାରିଖରେ ବିହାରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ସମ୍ମାନୀୟା ମାତା ଙ୍କ ବିଷୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତଥା କଂଗ୍ରେସ ର ଅନ୍ୟାନ୍ୟ...
Ad..
ନେତୃବୃନ୍ଦ ଅତ୍ୟନ୍ତ ଅପମାନଜନକ ଶବ୍ଦ ବ୍ଯବହାର କରିଥିବାରୁ ବିଜେପି ବରଗଡ଼ ଜିଲ୍ଲା ତରଫରୁ ତୀବ୍ର ନିନ୍ଦା କରାଯିବା ସହିତ ରବିବାର ଦିନ ସନ୍ଧ୍ୟା ରେ ବରଗଡ଼ ଗାନ୍ଧୀ ଛକଠାରେ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରାଯିବ ସହ ଦୃଢ଼ ପ୍ରତିବାଦ କରାଯାଇଥିଲା।
Ad..
ବିଜେପି ଜିଲ୍ଲା ସଭାପତି ଅରୂପା ନନ୍ଦ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ, ଜିଲ୍ଲା ଉପସଭାପତି ପ୍ରିତମ ସିଂ, ଲକ୍ଷ୍ମୀ ରଥ ପ୍ରମୁଖ ଏହି ଅବସରରେ ଉଦବୋଧନ ଦେଇ କଂଗ୍ରେସ ନେତୃବୃନ୍ଦ ଙ୍କ...
Ad..
ଏପରି ଆଚରଣର ତୀବ୍ର ପ୍ରତିବାଦ କରିବା ସହିତ ରାହୁଲ ଗାନ୍ଧୀ ତୁରନ୍ତ ଭାରତବାସୀଙ୍କ ଠାରେ କ୍ଷମା ପ୍ରାର୍ଥନା କରିବା ପାଇଁ ଆହ୍ଵାନ ଦେଇଥିଲେ।
Ad..
ଆୟୋଜିତ ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଅକ୍ରୁର ମଲ୍ଲିକ, କୁଶ କୁମ୍ଭାର,ସୁବ୍ରତ ହୋତା, ରାଜୁ ଝା, ବିପିନ ଭୋଷାଗର,ଯୁଧିଷ୍ଟିର ମେହେର, ପରେଶ ବିଶି, ସୋମନାଥ ଭୋଇ, ସୁରୁବାବୁ କର୍ମୀ...
Tags:
Bargarh
bargarh news
BJP
congress
latest news
latest update
odisha daily current affairs
Rahul Gandhi







