ଭଟଲି ଠାରେ ଗଙ୍ଗାଧର ମେହେରଙ୍କ ୧୬୩ ତମ ଜୟନ୍ତୀ ପାଳନ...

ଭଟଲି ଠାରେ ଗଙ୍ଗାଧର ମେହେରଙ୍କ ୧୬୩ ତମ ଜୟନ୍ତୀ ପାଳନ...


ବରଗଡ଼,୧୮/୦୮ : ବରଗଡ଼ ଜିଲ୍ଲା ଭଟଲି ବରିଷ୍ଠ ନାଗରିକ ସଙ୍ଘ, ଭୁଲିଆ ସମାଜ ଭଟଲି ଏବଂ ଭଟଲି ହାଇସ୍କୁଲ ର ମିଳିତ ଉଦ୍ୟମରେ ବ୍ଲକ ସ୍ତରୀୟ ସ୍ୱଭାବ କବି... 

      Ad..


ଗଙ୍ଗାଧର ମେହେରଙ୍କ ୧୬୩ ତମ ଜୟନ୍ତୀ ଉତ୍ସବ ଅବସର ରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର ଭଟଲି ହାଇସ୍କୁଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।

Ad..


ସଭା କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଭଟଲି ସତୀହାରୀ ବାଳିକା ହାଇସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା କବିଙ୍କ ଦ୍ୱାରା ରଚିତ କବିତା ପଠନ କରାଗଲା।ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟଅତିଥି  ଶ୍ରୀ ମତି ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ...

Ad..



ମୁଖ୍ୟବକ୍ତା ତଥା ଗଙ୍ଗାଧର ସାହିତ୍ୟ କଥାବାଚକ, ବେଲପାହାଡ ସୁରେଶ ପଧାନ ଗଙ୍ଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ।ଶ୍ରୀ ସୁଦାମ ମେହେର, ଶ୍ରୀ ଜଗଦୀଶ ସାହୁ..

Ad..


ଶ୍ରୀ କେଦାର ମିଶ୍ର, ଶ୍ରୀ ଶ୍ରବଣ ସାହୁ, ଶ୍ରୀ ଗୋବିନ୍ଦ ଦାସ ମଂଚାସୀନ ଥିଲେ ଏବଂ ଶ୍ରୀ ସତ୍ୟନନ୍ଦ ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭା ଶେଷରେ ସନ୍ତୋଷ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।

Ad..


ଏହି କାର୍ଯ୍ୟକ୍ରମ କୁ ମୋତିଲାଲ ବନଛୋର ସଂଯୋଜନା କରିଥିବା ବେଳେ ଭୁଲିଆ ସମାଜ ତରଫରୁ ବିଜୟ ମେହେର ସହଯୋଗ କରିଥିବା ବେଳେ ସନ୍ତୋଷ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post