ମହାନଦୀ ଉଚ୍ଚ ବିଦ୍ୟାଳୟ,ବାଞ୍ଜିପାଲି ରେ ଗଙ୍ଗାଧର ଜୟନ୍ତୀ...

ମହାନଦୀ ଉଚ୍ଚ ବିଦ୍ୟାଳୟ,ବାଞ୍ଜିପାଲି ରେ ଗଙ୍ଗାଧର ଜୟନ୍ତୀ...


ଅମ୍ବାଭୋନା,୦୯/୦୮ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ , ମହାନଦୀ ଉଚ୍ଚ ବିଦ୍ୟାଳୟ,ବାଂଜିପାଲି ଠାରେ ପ୍ରଧାନ ଶିକ୍ଷକ ପ୍ରେମସାଗର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

      Ad..


ଏହି ଶୁଭ ଅବସରରେ ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଲେଖ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ସ୍ୱଭାବ କବିଙ୍କ ସାହିତ୍ୟ ସାଧନା ଉପରେ ଆଲୋକପାତ କରିଥିଲେ। 

Ad..


ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ବର୍ଷାରାଣୀ ପଧାନ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରେମସାଗର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। 

Ad..


ଏହି କାର୍ଯ୍ୟକ୍ରମ ପାଳନ ଅବସରରେ କୃତୀ ପ୍ରତିଯୋଗୀ ଚନ୍ଦନ ବାଗ, ପ୍ରତିଜ୍ଞା ଭୁଏ,ପାୟଳ ନାଏକଙ୍କୁ ପୁରସ୍କୃତ କରାଯାଇଥିଲା। 

Ad..


ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଶ୍ରୀମାନ କ୍ଷିତେଶ୍ୱର ମିଶ୍ର, ତସିଲ ବଗାର,ପ୍ରେମ ରାଜ ଭୋଇ,ସୁଦୀପ ପଧାନ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post