ନୃସିଂହନାଥରେ ବିଶ୍ବ ଆଦିବାସୀ ଦିବସ ପାଳିତ...
ପାଇକମାଳ,୦୯/୦୮ : ପାଇକମାଳ ସ୍ଥିତ ଶ୍ରୀଶ୍ରୀ ନୃସିଂହନାଥ ବିନ୍ଧ୍ୟ ବାସିନୀ ମଣ୍ଡପରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଆଦିବାସୀ ସମାଜ ମାନଙ୍କୁ ନେଇ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି।
Ad..
ପ୍ରଥମେ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ଗେଟ୍ ସାମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ଧନୁତୀର, ଖଣ୍ଡା ତଲୁଆର ,ବର୍ଛା ତଥା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ବିନ୍ଧ୍ୟ ବାସିନୀ ମନ୍ଦିରକୁ ପହଞ୍ଚି ବିନ୍ଧ୍ୟ ବାସିନୀଙ୍କୁ ପୂଜା ଦେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।
Ad..
ସଭାର ସଭାପତି ରଣଜିତ ସିଂ ବରିହା ସଭାପତିତ୍ବ କରିଥିଲେ। ସଭାକୁ କ୍ଷିତିରାଜ ଗଏଁତା ପରିଚାଳନା କରିଥିଲେ। ଏହି ସଭାରେ ହୃଷୀକେଶ ବରିହା,ଗଜରାଜ ସିଂ ପୁଟା, ପରମେଶ୍ବର ତୁମନିଆ,କେଶବ ପାଣ୍ଡେ,ଭାଗବତିଆ ମଲ୍ଲିକ...
Ad..
ଜଗନ୍ନାଥ ପୁଟା,କିର୍ତନ ଭୋଇ, ଦେବରାଜ ବରିହା, ହୃଷୀକେଶ ବରିହା,ଆସାରାମ ବରିହା, କରୁଣାକର ବରିହା,ଦେବାର୍ଚ୍ଚନ ଭୋଇ,ମାଧବ ବରିହା, ଜୟସିଂ ଦାଉ,ମାୟାରାମ ଜଗତ, ରୂପଧର ନାଏକ,ସୁକଲାଲ ଜାନି...
Ad..
ଗଜରାଜ ପାଣ୍ଡେ,ଚୈତୁ ସିଂ ଦାଉ,ଯୁଗଳ କିଶୋର ଭୋଇ, ଦୁର୍ଯୋଧନ ପୁଟା,ପ୍ରତାପ ସିଂ ମହାଲିଙ୍ଗ, ସୁଦର୍ଶନ ନେଗୀ ସମେତ ବହୁ ଆଦିବାସୀ ସମାଜର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...





