ପଦ୍ମପୁର ଠାରେ ନୂଆଖାଇ ଭେଟ ଘାଟ ଉସବ ପାଳନ...

ପଦ୍ମପୁର ଠାରେ ନୂଆଖାଇ ଭେଟ ଘାଟ ଉସବ ପାଳନ...


ବରଗଡ,୨୯/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା  ପଦ୍ମପୁର ରାଜବୋଡା ସମ୍ବର୍ ହାଇସ୍କୁଲ ପରିସରରେ ରେ ଆନନ୍ଦ ଉଲ୍ଲାସ ମଧ୍ୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

      Ad..


ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ  ଅଂଚଳର ସଫଳ ଚାଷୀ  ଯୁଗୀବନ୍ଦଳୀ (ଗନିଆ ପାଲି) ର ଚାଷୀ ରାହାସ ବାଙ୍କ ଙ୍କୁ ସଂମାନୀତ କରାଗଲା ।ସୁଶ୍ରୀ ପ୍ରଜ୍ଞାପ୍ରାପ୍ତି ନାଥ ସମଲେଇ ଭଜନ ଗାଇ ଥିଲେ ।

Ad..


ଲମ୍ବର୍ଜୁନା ର ମମତା ବରିହା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଡୋଲମହୁରୀ କଳା ପରିଷଦ ବାଲାଙ୍ଗୀର, ଉତ୍କଲିକା ଓଡିଶୀ ଭୁବନେଶ୍ୱର, ମୁହୂରିଆ କଲାପରିଷଦ ହାତିସରା (ଦେଗାଁ ବଲାଙ୍ଗୀର) ର ନାଚ ମାନେ ପରିବେଷଣ କରିଥିଲେ।

Ad..


ହେପ୍ପୀ ଡେନ୍ସ ଏକାଡେମୀ ପଦ୍ମପୁର ର  ଛୋଟ ଛୋଟ ଶିଶୁମାନଙ୍କର ମାନଙ୍କର ନାଚ ଦେଖିକରି ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହେଇଯାଇଥିଲେ। ନୂଆଖାଇ ଭେଟଘାଟ ଉଧେ ଭିନ ଭିନ ପ୍ରତିଯୋଗିତା ହେଇଥିଲା ରଙ୍ଗୋଲି ରେ ଦାମିନି ସେଠ,ସରୋଜିନୀ ବନଛୋର..

Ad..


ଜସ୍ମିନ ଧରୁଆ, ଶ୍ରାଚିଶାନ୍ତି ସାହୁ,କରିଶ୍ମା ପ୍ରଧାନ,ନେପୁର ବରିହା, ସୁଶ୍ରୀ ଅନ୍ଵେଶା ସାହୁ, ସିମ୍ରନ ମେହେର,ଆୟୁଷି ଶାସିନୀ, ଝୋଟି ରେ ଝୁମିରାଣୀ ସାହୁ, ଶାନ୍ତିଲତା ସାହୁ,ସରୋଜିନୀ ବନଛୋର,ଅଙ୍କିତା ମେହେର,ଶ୍ରୀଷ୍ଟିମୁକ୍ତା ଯୋଶୀ, ସାଇରୁପାଲୀ ସାହୁ,ଭାରତୀ ପଟେଲ...

Ad..


ଅନ୍ଵେଶା ସାହୁ,ସିମ୍ରନ ମେହେର, ଚିତ୍ରାଙ୍କନ ରେ ଶ୍ରେୟାଂଶ ଦାଶ,ଆକାଶ ଦୋରା,ଦାମିନି ସେଠ, ଆଦିତ୍ୟ ଡନସନା,ଶ୍ରୀଷ୍ଟିମୁକ୍ତା ଯୋଶୀ,ଶୁଭଶ୍ରୀ ସୁନା, ଆୟୁଷ ମେହେର,ଆୟୁଷ କୁମାର ବୁଡେକ,ସୁଶ୍ରୀ ଅନ୍ଵେଶା ସାହୁ,ଇତିଶ୍ରୀ ପ୍ରଧାନ...

Ad..


ଆକୃତି ବିଶ୍ୱାଲ, ପ୍ରତ୍ୟାଶା ଦୋରା,ସ୍ନେହା ସାହୁ,ଆଦିତ୍ୟ ମେହେର କୃତିତ୍ୱ ଅର୍ଜନ କରି ପୁରସ୍କାର ଗ୍ରହଣ କରିଥିଲେ,ପ୍ରଥମ କରି ଇ ବର୍ଷ ଚେସ ପ୍ରତିଯୋଗିତା ହୋଇଥିଲା।ସେଥିରେ ଓମପ୍ରକାଶ ସତନାମୀ ଚମ୍ପିୟନ, ସମୀର ମେହେର ( ପଦ୍ମପୁର)...

ଗୋବିନ୍ଦ ଚନ୍ଦ୍ର ସାହୁ ( ଭରସୁଜା),ଅଭିଜିତ ବାଗ (ପାଟଣାଗଡ) ବିଜେତା ହୋଇଥିଲେ,ଅଞ୍ଜଳି ମେହେର (ପଦ୍ମପୁର) ବେଷ୍ଟ ମହିଳା ଓ ପ୍ରତ୍ୟୁଷ ରଞ୍ଜନ ଭୋଇ (କୁଧରେନପାଲି) ସର୍ବ କନିଷ୍ଠ ପୁରସ୍କାର ପାଇଥିଲେ। 

ପଦ୍ମପୁର ସହରର ଏକ ସ୍ବେଛାସେବୀ ସଂଗଠନ ଏବିସିଡି ତରଫରୁ ଅନେକ ଲୋକଙ୍କ ସହଯୋଗ ରେ ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post