ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବରଗଡ଼ ର ପୂର୍ବତନ ବିଧାୟକ ତଥା ବିଜେଡି ର ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ...

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବରଗଡ଼ ର ପୂର୍ବତନ ବିଧାୟକ ତଥା ବିଜେଡି ର ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ...


ବରଗଡ଼ ୨୯/୦୮(ବିଜୟ କୁମାର ସାହୁ):  ଇତି ମଧ୍ୟରେ ବରଗଡ଼ ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ ଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳ ର ଆଭ୍ୟନ୍ତରିଣ କମିଟି ର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି।

   Ad..


ତେବେ ଏହି ଦାୟିତ୍ବ  ମିଳିଲା ପରେ ଅଚାନକ ନବୀନ ନିବାସ ରୁ ଶ୍ରୀ ଆଚାର୍ଯ୍ୟ ଡାକରା ପାଇ ନବୀନ ପଟ୍ଟନାୟକ ଙ୍କୁ ଭେଟିଛନ୍ତି ।ଏହି ସାକ୍ଷାତ ସମୟ ରେ ନବ ନିଯୁକ୍ତ ବିଜୁ  ଛାତ୍ର ଜନତା ଦଳ ର ସଭାପତି ଙ୍କ ସମେତ...

Ad..


ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ନେତ୍ରୁ ମଣ୍ଡଳୀ ଙ୍କୁ  ତୃଣମୂଲ ସ୍ତର ରେ କିପରି...

Ad..


ବିଜୁ ଜନତା ଦଳ କୁ ଆହୁରି ସୁଦୃଢ଼ କରାଯିବ ସେ ବିଷୟ ରେ ପରାମର୍ଶ ପ୍ରଦାନ କରିବା ସହ ବିଭିନ୍ନ ସାଂଗଠନିକ ଆଲୋଚନା କରିଥିଲେ । 
Ad..


ଏହି ଅବସର ରେ ନବ ନିଯୁକ୍ତ ନେତ୍ରୁ ମଣ୍ଡଳୀ ନବୀନ ପଟ୍ଟନାୟକ ଆଶୀର୍ବାଦ କାମନା କରି ତାଙ୍କର   ଦୀର୍ଘ ,ନିରାମୟ ଜୀବନ କାମନା କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post