ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଦଶମ ତମ ନୁଆଁଖାଇ ଜୋଟ ଜାଟ କାର୍ଯ୍ୟକ୍ରମ...
ବରଗଡ଼,୨୪/୦୮ : ବରଗଡ଼ ଗାନ୍ଧୀ ପାଠାଗାର ଗାନ୍ଧୀ ଭବନ ଠାରେ ସଭାପତି ପବିତ୍ର ଦେହୁରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ପ୍ରଥମେ ପୂଜ୍ୟପୂଜା ଆମ୍ୱେଦକର, ଫୁଲେ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
Ad..
ନୁଆଁଖାଇ ପଶ୍ଚିମ ଓଡିଶା ର ଗଣ ପର୍ବ ର ମହନୀୟତା ପ୍ରସଙ୍ଗରେ ମୁଖ୍ୟଅତିଥି ଶୟନ ପଣ୍ଡା, ଅଶ୍ୱିନୀ ଷଢଙ୍ଗୀ, ଏବଂ ସମ୍ମାନିତ ଅତିଥି ଭାବେ ଆଶୁତୋଷ ରଥ, ଅଞ୍ଜନା ଦାସ, ମାମି ମିଶ୍ର, ନୀତିଶ ଆଚାର୍ଯ୍ୟ...
Ad..
ଲତିବ ଖାନ,ପୁଷ୍ପା ଭଉଣୀ, ଅଲିମ ରିଜବି, ପ୍ରିତମ ସିଂ,ଗୁଣମଣି ସୁନାନୀ, ଗୁରୁଚରଣ ହରିପାଳ,ହର୍ଦୀପ ସିଂ,ଯୋଗଦେଇ ଆଲୋଚନା କରିଥିଲେ। ପରେ କବି କାବ୍ୟୟତ୍ରୀ ପଙ୍କଜିନୀ ସୁନା,ସନ୍ତୋଷିନୀ ନାଗ,ଅହଲ୍ୟା ପଧାନ,ସଂଗୀତା ଦୀପ...
Ad..
ମନୋରଞ୍ଜନ ଲୁହା,ଉମେଶ ପଧାନ ଙ୍କ ଦ୍ୱାରା ପାରିବେଷିତ ନୁଆଁଖାଇ କାବ୍ୟ କବିତା କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଓ ଆନନ୍ଦିତ କରିଥିଲା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଗରିବ ଅସହାୟ ନିଷ୍ପେସିତ ୫୦ ରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ମାନଙ୍କୁ ନୁଆଁଖାଇ ପାଇଁ ନୂତନ ବସ୍ତ୍ର...
Ad..
ଅଢିଆ ଦେଇ ତାଙ୍କ ଠାରୁ ଆଶୀର୍ବାଦ ନିଆଯାଇଥିଲା ଏବଂ ପଶ୍ଚିମ ଓଡିଶା ମହାନ ପର୍ବ ରେ ଯେମିତି ସମସ୍ତେ ଖୁସିରେ ନୁଆଁଖାଇ ପାରିବେ ବୋଲି ପ୍ରାର୍ଥନା କରାଗଲା।
Ad..
ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ବିଧାନ ସୁରକ୍ଷା ମଞ୍ଚ ର ସଦସ୍ୟ ମାନେ ମାରିୟମ ବାର୍ଲା, ମମତା ବେହେରା, ବସୁମତୀ ବନଛୋର, ଅନୁ ଭୋଇ, ଖୁସନୁମା ବେଗମ,ସୁମତି ଜାଲ, ସନ୍ତୋଷିନୀ ସାହୁ...
ସନ୍ତୋଷିନୀ ନାୟକ, ଭବାନୀ ସାହୁ, ଚନ୍ଦମଣୀ ବାଗ, ବଳରାମ ଦୀପ ପରିଚାଳନା କରିଥିଲେ ବରଗଡ଼ ଜିଲ୍ଲା ର ବିଶିଷ୍ଟ ଚାଷୀ ନେତା ରମେଶ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
Report : Bijay ku sahu
Edited by k.s thakur...






