ଆବାସ ଯୋଜନାରେ ଘର ଯୋଗାଇ ଦେବା କୁ ଗ୍ରାମବାସୀ ପକ୍ଷରୁ ଦାବି...
ବରଗଡ଼,୧୨/୦୭ : ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକ ଗଠଉଗୁଡା ପଞ୍ଚାୟତ କରଫାଦଗନଗ୍ ଗାଁ ରେ ରହୁଛନ୍ତି ଏକ ଅସହାୟ ପାରିବାର ବିଳାସିନୀ ବେହେରା (୫୭)।
Ad..
ସ୍ୱାମୀ କୁମର ବେହେରା ଭଙ୍ଗା ଦଦରା ଘରେ ରହି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ମାଟି ଛପର ଘର ଚାରି ପଟରୁ ଘର କାନ୍ଥ ଭାଙ୍ଗି ଗଲାଣି। ଲଗାଣ ବର୍ଷା ଯୋଗୁ କେତେ ବେଳେ କଣ ହେବ କେହି କହି ପାରିବେ ନାହିଁ।
Ad..
ବିଭାଗିୟ ଅଧିକାରୀ ତାଙ୍କ ବିଷୟରେ ସବୁ ଜାଣିଥିଲେ ମଧ୍ୟ ନଜାଣିଲା ପରି ରହିଯାଉଛନ୍ତି। ବାରମ୍ବାର ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।ଏଣୁ ତୁରନ୍ତ ଜ଼ିଲ୍ଲା ପ୍ରଶାସନ ଆବାସ ଯୋଜନାରେ ଘର ଯୋଗାଇ ଦେବା କୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି।
Ad..
Report : Bijay ku sahu
Edited by k.s thakur...




