ଶିଶୁ ସାହିତ୍ୟ ସଂସଦ ର "ଆବର୍ଜନା ନିଷ୍କାସନ" ଆଲୋଚନା ଚକ୍ର...
ବରଗଡ଼ ୧୨/୦୭ : ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ "ଆବର୍ଜନା ନିଷ୍କାସନ" ଶୀର୍ଷକ ଉପରେ ରାଣା ପ୍ରତାପ ସ୍କୁଲ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।
Ad..
ସଂସଦ ର ସଭାପତି ଛାତ୍ରୀ ଧରିତ୍ରୀ ରାଉତ ଙ୍କ ଅଧ୍ୟକ୍ଷତା ରେ ସମ୍ପାଦିକା ଛାତ୍ରୀ ସାଳିନୀ ସା ବିବରଣୀ ଉପସ୍ଥାପନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
Ad..
ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ସୁଦୀପ ରଥ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମ ରେ ଅତିଥି ଛାତ୍ର ଭାବେ ଅଞ୍ଜଳି ମହାରଣା,ରିତିକା ସା,ସୋମେନ୍ଦ୍ର ବରାଡ,ପ୍ରାଚୀ ଭୋସାଗର, ମୁସ୍କାନ ସା,କ୍ରୀଷ୍ଟିନା ମେହେର...
Ad..
ସିମ୍ରନ ମାଲି,ଆୟୁଷ ମହାନନ୍ଦ ପ୍ରମୁଖ ଯୋଗ ଦେଇ ଆବର୍ଜନା ପରିଚାଳନା ଓ ନିଷ୍କାସନ ସାଂପ୍ରତିକ ସମାଜ ପାଇଁ ଏକ ଆହ୍ବାନ ବୋଲି ଉଲ୍ଲେଖ କରିଥିଲେ।
Report : Bijay ku sahu
Edited by k.s thakur...




