ତୁରେକେଲା ଆଶ୍ରମ ସ୍କୁଲରେ ସିକଲସେଲ ଓ ମେଲେରିଆ ରକ୍ତ ପରୀକ୍ଷା...
କଣ୍ଟାବାଞ୍ଜି,୦୪/୦୭ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗୀର ଆନୁକୂଲ୍ୟରେ ତୁରେକେଲା ଡାକ୍ତରଖାନା ଦ୍ଵାରା ଆଶ୍ରମ ବିଦ୍ୟାଳୟରେ ସିକଲସେଲ ଓ ମେଲେରିଆ ପରୀକ୍ଷା ପାଇଁ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା।
Ad..
ଏହି ଅବସରରେ ବଲାଙ୍ଗୀର କାର୍ଯ୍ୟାଳୟ ପକ୍ଷରୁ ସୁନୀତା ମେହେର, ହିମାଂଶୁ ଶେଖର ବାରିକ,ଗୋପାଳକୃଷ୍ଣ ସାହୁ,ଭଗବାନ ମେହେର, ଅଶୋକ କୁମାର ସାହୁ ପରିଦର୍ଶନରେ ଆସିଥିଲେ।
Ad..
ବିପିଏମ ଆଶୁତୋଷ ବହିଦାରଙ୍କ ତତ୍ତ୍ୱାବଧାନରେ ସସ୍ମିତା ଜେନା, ଧରିତ୍ରୀ ବେହେରା, ବିଶ୍ୱଜିତା ଦତ୍ତ, ସବିତା ନାଗ କରିଦେବା ଥରେ ରକ୍ତ ପରୀକ୍ଷା ଆଗାମୀ ପିଢିକୁ ଦେବା ସୁରକ୍ଷା କୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଅଧ୍ୟୟନରତ...
Ad..
୧୮୩ଜଣଙ୍କ ସିକଲସେଲ ଓ ମେଲେରିଆ ପରୀକ୍ଷା ପାଇଁ ରକ୍ତ ନମୂନା ସଂଗ୍ରହ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୋପାଳ ଧରୁଆ, ସୁକାନ୍ତି ମାଝୀ, ସିଆରସିସି ବିରଞ୍ଚି ନାରାୟଣ ଦାଶ,ଗୀତାଞ୍ଜଳି ମଲ୍ଲିକ,ସମୀର ପଣ୍ଡା ସହଯୋଗ କରିଥିଲେ।
Edited by k.s thakur...




