ଟ୍ରକ ଧକ୍କାରେ ନାବାଳକ ମୃତ,ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତାରୋକ...

ଟ୍ରକ ଧକ୍କାରେ ନାବାଳକ ମୃତ,ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତାରୋକ...


ବାସୁଦେବପୁର,୨୦/୦୭ : ବାସୁଦେବପୁର ଜାମୁଝାଡ଼ି ରାସ୍ତାର ବେତଡା ବଜାରରେ ଟ୍ରକ ଧକ୍କାରେ ଜଣେ ନାବଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଦେବାଦିତ୍ୟ ବେହେରା। 

      Ad..


ମୃତ ନାବାଳକ ବାସୁଦେବପୁର ହରିସରଣ ବିନ୍ଧା ଗାଁର ଦେବେନ୍ଦ୍ର ବେହେରାଙ୍କ ପୁଅ। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। 

        Ad..


ଏକାଧିକ ଦାବିନେଇ ସ୍ଥାନୀୟଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁଲିସ ସହ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବାସହ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି।

Ad..




Edited by k.s thakur...



Post a Comment

Previous Post Next Post