ତୁରେକେଲା କ୍ଳଷ୍ଟରରେ ଏକ ପେଡ ମାଁକେ ନାମ କାର୍ଯ୍ୟକ୍ରମ...
କଣ୍ଟାବାଞ୍ଜି,୦୯/୦୭ : ତୁରେକେଲା କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ସମେତ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ପେଡ ମାଁକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷତତ୍ତ୍ୱବଧାନ ତଥା ତୁରେକେଲା ଫରେଷ୍ଟର ଗୋବର୍ଦ୍ଧନ ପଟେଲଙ୍କ ସହଯୋଗରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ...
Ad..
ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ସଞ୍ଜୟ ଖୁରା,ସରୋଜ ପୁରୋହିତ, ରମେଶ ସୁନା, ସୁନୀଲ ସାହୁ,ସୁଶାନ୍ତ ପ୍ରଧାନ,ପ୍ରକାଶ ସେଲମା ଆଦି ବୃକ୍ଷ ରୋପଣ କରିଥିଲେ।
Ad..
ସେହିପରି ତୁରେକେଲା ବ୍ଳକ କଲୋନୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର, ଧରିତ୍ରୀ ମେହେର ଓ ଛାତ୍ରଛାତ୍ରୀ ଏକ ପେଡ ମାଁକେ ନାମ ଶ୍ଳୋଗାନ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟରେ ବୃକ୍ଷ ରୋପଣ କରିବାକୁ ସିଆରସିସି ଦାଶ ଅନୁରୋଧ କରିଥିଲେ।
Edited by k.s thakur...




