ଯୋଗାଣ ଅଧିକାରୀଙ୍କ ଗାଡ଼ିରେ ପୁଳା ପୁଳା ଟଙ୍କା; ୩ଲକ୍ଷ ଜବତ କଲା ଭିଜିଲାନ୍ସ ଟିମ୍...

ଯୋଗାଣ ଅଧିକାରୀଙ୍କ ଗାଡ଼ିରେ ପୁଳା ପୁଳା ଟଙ୍କା; ୩ଲକ୍ଷ ଜବତ କଲା ଭିଜିଲାନ୍ସ ଟିମ୍...


ଛତ୍ରପୁର, ୦୯/୦୭: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଦୁର୍ନୀତି ନିବାରଣ ଟିମ୍‌ । 

      Ad..


ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଛତ୍ରପୁର ବ୍ୟାଙ୍କ୍ କଲୋନୀ ଭଡା ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି । 

      Ad..


ଏହାଛଡ଼ା ଆଶୀର୍ବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଟମ୍ ରେଡ୍ ମାରିଛି । ସେ ନୂଆପଡା ଜିଲ୍ଲାକୁ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଥିଲା।

Ad..





Edited by k.s thakur...




Post a Comment

Previous Post Next Post