କୋଟି କୋଟି ଟଙ୍କାର ବିଲ୍ ପାସ୍ ଅଭିଯୋଗରେ ମେୟର ଓ କମିଶନରଙ୍କୁ ଘେରିଲେ ବିଜେପି କର୍ପୋରେଟର...
କଟକ, ୩୦/୦୭: କଟକ ମହାନଗର ନିଗମ ୩୩ ତମ ସାଧାରଣ ଅଧିବେଶନର ଆରମ୍ଭରୁ ହଟ୍ଟଗୋଳ। ନୂଆ କମିଶନର କିରନଦୀପ୍ କୌର ସହୋତା କର୍ପୋରେଟରଙ୍କୁ ଅଣଦେଖା ନେଇ ବର୍ଷିଛି କଂଗ୍ରେସ ।
Ad..
ସେପଟେ ସାଢ଼େ ୩ବର୍ଷ ହେବ ୱାର୍ଡରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉ ନଥିବାରୁ କାଉନସିଲ୍ ହଲରେ ଧାରଣା ଦେଇଛନ୍ତି ଦୁଇ ବିଜେଡି କର୍ପୋରେଟର।
Ad..
କାଉନସିଲ୍ ବିନା ଅନୁମୋଦନରେ କୋଟି କୋଟି ଟଙ୍କାର ବିଲ୍ ପାସ୍ କରିବାକୁ ନେଇ ମେୟର ସୁବାସ ସିଂହଙ୍କୁ ବିଜେପି କର୍ପୋରେଟରଙ୍କୁ ଘେରିଛନ୍ତି ।
Ad..
ପୂର୍ବତନ କମିଶନର ଅନାମ ଚରଣ ପାତ୍ର ପାସ୍ କରିଥିବା ସମସ୍ତ ଫାଇଲର ତଦନ୍ତ ହେଉ ବୋଲି ମେୟର ଦାବି କରିଛନ୍ତି।
Edited by k.s thakur...




