ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ସଫେଇ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ଜୀବନବୀମା...

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ସଫେଇ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ଜୀବନବୀମା...


ଭୁବନେଶ୍ବର,୨୬/୦୭ : ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଲୋକସେବା ଭବନରେ ଆୟୋଜିତ ‘ଗରିମା’ କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପରିମଳ କର୍ମଚାରୀଙ୍କୁ ଏଣିକି ଜୀବନ ବୀମା ମିଳିବ।

      Ad..


ସମସ୍ତ ସଫେଇ କର୍ମଚାରୀ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ପାଇବେ ବୋଲି ସେ ଘୋଷଣା କରିଛନ୍ତି।ଏହା ସହିତ ସବୁ ସୁରକ୍ଷା ସତ୍ତ୍ୱ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ଟଙ୍କା ମିଳିବ। 

Ad..


ସହକାରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର ମିଳିବ। ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ ଦେବେ ସରକାର।

Ad..


ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭାରତର ପ୍ରମୁଖ ପରିମଳ କର୍ମଚାରୀ ସଶକ୍ତିକରଣ କର୍ମଶାଳା- ୨ ଦିନିଆ ‘ଗରିମା’ ଜାତୀୟ କର୍ମଶାଳାର ଉଦଘାଟନ ହୋଇଛି। 




Edited by k.s thakur...

Post a Comment

Previous Post Next Post