ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ "ଏକ ପେଡ ମାଁ କେ ନାମ୍" ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ "ଏକ ପେଡ ମାଁ କେ ନାମ୍" ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ଼, ୨୨/୦୭ :  ସ୍ଥାନୀୟ ପି ଏମ ଶ୍ରୀ ସିମେଣ୍ଟ ନଗର ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ଶିକ୍ଷା ବିଭାଗ ର ସମଗ୍ର ଶିକ୍ଷା ବିଭାଗ ଆନୁକୂଲ୍ୟରେ  "ଏକ ପେଡ ମାଁ କେ ନାମ୍ " ୨.୦ କାର୍ଯ୍ୟକ୍ରମ  ଅବସର ମେଗା ବୃକ୍ଷ ରୋପଣ  ସହିତ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି

     Ad..


ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

      Ad..


ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ କପିଲ ବାଗ ପ୍ରଧାନ ଶିକ୍ଷକ ଦେବ ଜୀବନ କର ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣ କରିବା ଓ ପରିବେଶ କୁ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ।

Ad..


କାର୍ଯ୍ୟକ୍ରମ କୁ ସମଗ୍ର ଶିକ୍ଷା ଅନୁସୂଚିତ  ଜାତି ଓ ଜନ ଜାତି ସଂଯୋଜକ ମିଥୁନ ପ୍ରଧାନ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଡଲି ବାରିକ,ଶୁଭଶ୍ରୀ କୁମ୍ଭାର ସୁନନ୍ଦା ମହାପାତ୍ର ସୀମା ପ୍ରଧାନ ,ରୀମା ଭୋଇ,ଶୁଭଶ୍ରୀ ଭୋଇ ବନିତା ଦାସ ଶିକ୍ଷକ ଘନ ଶ୍ୟାମ ମୟୂର ଚୁଲିଆ...

ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ସହିତ ବୃକ୍ଷ ରୋପଣ କରିଥିଲେ ।ଏହି ଅବସର ରେ ବିକାଶ ବଘେଲ ଙ୍କ ଦ୍ଵାରା ବୃକ୍ଷ ସଚେତନତା ସଙ୍ଗୀତ ପରିବେଷଣ କରାଯାଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post