ବରଗଡ଼ ଜିଲ୍ଲା ଓଏଏସ ସଙ୍ଘର ସାମୁହିକ ଛୁଟି ଅଟକିଗଲା ସାଂସଦ ଙ୍କ ସମୀକ୍ଷା...

ବରଗଡ଼ ଜିଲ୍ଲା ଓଏଏସ ସଙ୍ଘର ସାମୁହିକ ଛୁଟି ଅଟକିଗଲା ସାଂସଦ ଙ୍କ ସମୀକ୍ଷା...


ବରଗଡ଼,୦୩/୦୭ : ଓ ଏ ଏସ ଙ୍କ ସାମୁଦ୍ରିକ କାର୍ଯ୍ୟ ବନ୍ଦ୍ ଯୋଗୁଁ ଅଟକି ଯାଇଛି ବରଗଡ଼ ସାଂସଦ ଙ୍କ ସମୀକ୍ଷା ବୈଠକ। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ  ଆକ୍ରମଣକୁ ଦୃଢ଼ନିନ୍ଦା କରି...

Ad..


ବରଗଡ ଜିଲ୍ଲାରେ କାର୍ଯ୍ୟରତ ୪୨ ଜଣ ଓଏଏସ ଅଧିକାରୀ ଏବଂ ୨୨ ଜଣ ଓଆରଏସ ଅଧିକାରୀଙ୍କୁ ମିଶାଇ ସମୁଦାୟ ୬୫ ଜଣ ଅଧିକାରୀ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରି କାର୍ଯ୍ୟକ୍ରମ ବନ୍ଦ କରିଥିବାରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ସମୀକ୍ଷା ଅଟକି ଯାଇଛି। 

     Ad..


ଜିଲ୍ଲାର ସମସ୍ତ ବରିଷ୍ଠ ଓଏଏସ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ତହସିଲଦାର ସାମୁହିକ ଛୁଟି ନେଇଥିବା ରୁ କାର୍ଯ୍ୟକ୍ରମ ଗୁଡିକରେ ପ୍ରଭାବ ପଡିବା ଆରମ୍ଭ ହୋଇଛି। 

Ad..


ଜିଲ୍ଲା ର ସମସ୍ତ ବ୍ଲକ୍ ଓ ତହସିଲ୍ ଗୁଡିକ ସମେତ ଏନ୍ ଏ ସି ରେ ଅଚଲା ଅବସ୍ଥା ଦେଖାଦେଉଛି ଏପରିକି ସାଂସଦ ପ୍ରଦୀପ ପୁରୋହିତ ଙ୍କ ସମୀକ୍ଷା ବୈଠକ ମଧ୍ୟ ହୋଇପାରି ନାହିଁ। ସରକାରୀ ଦଳର ନେତାଙ୍କ ଖ୍ଯମତା ଥିଲେ ମଧ୍ୟ ଓଏଏସ୍ ଙ୍କ ଆନ୍ଦୋଳନ ରାଜନୀତି କୁ ଅଟକାଇ ଦେଇଛି ବୋଲି ଆଲୋଚନା ହେଉଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post