ଉଦ୍ଧାର ହେଲା ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ୍...
ଭୁବନେଶ୍ଵର,୦୧/୦୬ : ସନ୍ଦେହଜନକ ଅବସ୍ଥାରେ ଠାବ ହେଲା ବିସ୍ଫୋରକ ଭର୍ତ୍ତି ଟ୍ରକ୍। ରଘୁନାଥପାଲି ଥାନା ବାଲୁଘାଟ ପେଟ୍ରୋଲ୍ ପମ୍ପ୍ ନିକଟରୁ ୨ଟି ଟ୍ରକ୍ରେ ବିପୁଳ ପରିମାଣର ବିସ୍ଫୋରକ ଥିବା ସୂଚନା।
Ad..
ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସି କୁଆଡ଼େ ଯାଉଥିଲା ଛାନଭିନ୍। ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ଉପସ୍ଥିତ ରହି ତଦନ୍ତ କରୁଥିବା ଜଣାପଡିଛି।
Ad..
ଅନ୍ୟପଟେ ବିସ୍ଫୋରକ ଲୁଟ୍ ଘଟଣା ଭିତରେ ଏହି ଦୁଇ ଟ୍ରକ୍କୁ ନେଇ ବଢ଼ିଲା ଚର୍ଚ୍ଚା ବେଆଇନ ଷ୍ଟକ୍ ବିସ୍ଫୋରକକୁ ବଡ଼ଗାଁ ବିସ୍ଫୋରକ ମାଲିକ ଶ୍ରବଣ ଅଗ୍ରୱାଲ ଜିଲ୍ଲା ବାହାରକୁ ବେଆଇନ ଭାବରେ ଚାଲାଣ କରୁଥିଲେ ବୋଲି ଜଣାପଡିଛି।
Edited by k.s thakur...



