ଗାଇସିଲେଟ ଅଂଚଳ ରୁ ବ୍ୟାପକ ଖଇର କାଠ ଜବତ ୪୦୭ ଜବତ...
ବରଗଡ଼,୧୦/୦୬ : ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମ ନିକଟରେ ବେଆଇନ ଭାବରେ ୨୨୮୫ କେଜି ଖଇର କାଠ ଚୋରା ଚାଲାଣ କରୁଥିବା ସମୟରେ...
Ad..
କୌଣସି ସୂତ୍ରରୁ ଖବର ପାଇ ଓଆର ୦୩ ୭୨୧୧ ବିଶିଷ୍ଟ ଗୋଟିଏ ଟାଟା ୪୦୭ କୁ ବନବିଭାଗ ତରଫରୁ ଜବତ କରାଯାଇଛି।
Ad..
ଖଇର କାଠ ବୋଝେଇ ର ତଦନ୍ତ ଜାରି ରହିଛି ବୋଲି ବନବିଭାଗ ରେଞ୍ଜର ସୁଦାମ ଜଗଦଲ୍ଲା ସୂଚନା ପ୍ରଦାନ କରିଥିବା ବେଳେ ଜବତ କାଠର ଅନୁମାନିକ ମୂଲ୍ୟ ପ୍ରାୟ ୧,୧୪,୦୦୦ ବୋଲି ଆକଳନ କରାଯାଇଛି।
Report : Bijay ku sahu
Edited by k.s thakur...



