ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୫୦ ଯାତ୍ରୀ ଆହତ...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୫୦ ଯାତ୍ରୀ ଆହତ...


ମାଲକାନଗିରି,୦୨/୦୬ ହାଇଦ୍ରାବାଦରୁ ବଲାଙ୍ଗୀର ଯାଉଥିବା ଏକ ବସ୍  ଆଜି ସକାଳେ ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଯାଇଥିଲା।୫୦ ଯାତ୍ରୀ ଆହତ।

            Ad..


ମାଲକାନଗିରିର ବିଜାଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ୫୦ ଯାତ୍ରୀ ଆହତ। ସୂଚନା ଅନୁଯାୟୀ, ଆଜି ସକାଳେ ହାଇଦ୍ରାବାଦରୁ ବଲାଙ୍ଗୀର ଯାଉଥିବା ଏକ ବସ୍  ଆଜି ସକାଳେ ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟି ଯାଇଥିଲା।

           Ad..


ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।



Edited by k.s thakur...



Post a Comment

Previous Post Next Post