ବିରଙ୍ଗନା ରାଣୀ ଦୁର୍ଗାବତୀ ଙ୍କ ବଳିଦାନ ଦିବସ ରେ ବୃକ୍ଷ ରୋପଣ...

ବିରଙ୍ଗନା ରାଣୀ ଦୁର୍ଗାବତୀ ଙ୍କ ବଳିଦାନ ଦିବସ ରେ ବୃକ୍ଷ ରୋପଣ...


ପାଇକମାଲ,୨୪/୦୬ : ନୃସିଂହନାଥ ବଡ଼ ଦେଓ ମଣ୍ଡପ ଠାରେ ମଣ୍ଡପ ସଭାପତି ଗଜରାଜ ସିଂ ପୁଟାଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାକୁ  ଦୁର୍ଯ୍ୟୋଧନ ପୁଟା ପରିଚାଲନା କରିଥିଲେ।

          Ad..


ସର୍ବ ପ୍ରଥମେ ବିରାଙ୍ଗନା ରାଣୀ ଦୁର୍ଗା ବତୀ ଙ୍କ ୪୬୨ ତମ ବଳିଦାନ ଦିବସରେ ଶ୍ରୀଶ୍ରୀ ବଡ ଦେଓପୂଜା ପରେ ଦୁର୍ଗା ବତୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେ ଇ ଦୀପ ପ୍ରଜଲନ କାରି ମଣ୍ଡପ ପରିସର ରେ ବୃକ୍ଷ ରୋପଣ କରାଯାଇଥିଲା। 

            Ad..


ଏଥିରେ ଝାରବନ୍ଧ, ପାଇକମାଳ, ପଦ୍ମପୁର ବ୍ଲକ ର ଗୋଣ୍ଡ ସମାଜ ର ସଭାପତି, ସମ୍ପାଦକ, ବିଭିନ୍ନ ପଦ ପଦା ଧିକାରୀ ଗଣ ଉପସ୍ଥିତ ଥିଲେ।ଏହି କାର୍ଯ୍ୟ କ୍ରମ ରେ ମଣ୍ଡପ ର ଉପ ସଭାପତି ଶ୍ରୀ ଚିତ ରଞ୍ଜନ ପରେ, ଭୋଳାନାଥ ଜଗତ, ଚଇ ତୁ ସିଂ ଦେଓ, ରାତିରାମ ସିଦାର,ଦିଲ୍ଲୀପ ଧରୁଆ, କୃଷ୍ଣ ଧରୁଆ, ଶୋଭା ରାମ ଧରୁଆ...

ନାରଦ ସିଦାର, ସୁଗ୍ରୀଲାଲ ସିଦାର,ରବିଳାସ ଧରୁଆ,  ଆନନ୍ଦ ଧରୁଆ, ରାମେଶ୍ୱର ସିଦାର ,ଦୀପାଞ୍ଜଳି ଧରୁଆ,କମାଲ ଲୋଚନ ଭୋଇ, ପରୀକ୍ଷିତ ଧରୁଆ, ପବିତ୍ର ସିଦାର, ଦେଓ କୁମାର ସିଦାରଆଦି ଯୋଗଦାନ କରିଥିଲେ। ସଭା ଶେଷରେ ନରସିଂହଧରୁଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post