ରାଜ୍ୟ ସରକାରଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଟାର୍ଗେଟ...

ରାଜ୍ୟ ସରକାରଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଟାର୍ଗେଟ...


ଭୁବନେଶ୍ୱର,୧୬/୦୬:ସୋମବାର ଦିଲ୍ଲୀ AICC  ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି।  ଓଡ଼ିଶାର ଭୋଟର ଏବଂ ଜନସାଧାରଣଙ୍କୁ ପ୍ରତାରଣା କରିଛନ୍ତି କହି ଉଭୟ ରାଜ୍ୟ ଓ କେନ୍ଦ୍ର ବିଜେପି ସରକାର ଉପରେ ବର୍ଷିଲେ ଭକ୍ତ ଚରଣ ଦାସ।

      Ad..


ଏହି ସମୟରେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ବିଜେପି ସରକାରର ଏକ ବର୍ଷ ପ୍ରତାରଣା ପୂର୍ଣ୍ଣ ଥିଲା। କଂଗ୍ରେସ ଅଭିଯୋଗ ଆଣିଛି ଯେ, ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଓଡ଼ିଶାର ଭୋଟର ଓ ଜନସାଧାରଣଙ୍କୁ ଧୋକା ଦେଇଛନ୍ତି। 

         Ad..


ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଏବଂ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଥିଲେ।



Edited by k.s thakur...





Post a Comment

Previous Post Next Post