ବିକାଶ ହସ୍ପିଟାଲ ରେ ବରଗଡ଼ ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ସୁବିଧା ଓ ସହଜରେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ପ୍ରତିଷ୍ଠାତା ପରିଚାଲନା ନିର୍ଦ୍ଦେଶକ ଙ୍କ ବ୍ଲୁ ପ୍ରିଣ୍ଟ...
ବରଗଡ଼,୨୨/୦୬ : ବରଗଡ଼ ଜିଲ୍ଲା ର ବରିଷ୍ଠ ନାଗରିକ ଙ୍କ ସ୍ବାସ୍ଥ୍ୟଗତ ଚିକିତ୍ସା ସେବାରେ ବିକାଶ ଘରୋଇ ଡାକ୍ତରଖାନା ଯଥା ସମ୍ଭବ ମାନସିକ ଓ ଆର୍ଥିକ ରିହାତି ବ୍ୟବସ୍ଥା କରିବା ପାଇଁ ଇଛୁକ ବୋଲି ବରଗଡ଼ ବିକାଶ ହସ୍ପିଟାଲ ର ପ୍ରତିଷ୍ଠାତା ପରିଚାଳ ଡି. ମୁରଲି କ୍ରିଷ୍ଣା ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରିଛନ୍ତି।
Ad..
ବରଗଡ଼ ଜିଲ୍ଲା ର ବରିଷ୍ଠ ନାଗରିକ ଙ୍କ ସହ ବିକାଶ ହସ୍ପିଟାଲ ର ପ୍ରତିଷ୍ଠାତା ପରିଚାଳ ଡି ମୁରଲି କ୍ରିଷ୍ଣା ଙ୍କ ପୁରୁଣା ବନ୍ଧୁ ସଂପର୍କ ରହିଛି ସଦାବେଳେ ବରିଷ୍ଠ ନାଗରିକ ସଘ ତରଫରୁ ବରିଷ୍ଠ ଙ୍କ ବିଭିନ୍ନ ଚିକିତ୍ସା ସେବା ଉପରେ ଆଲୋଚନା ହୋଇଥାଏ।
Ad..
ସରକାରୀ ସ୍ତରରେ ବରିଷ୍ଠ ନାଗରିକ ଙ୍କୁ ସରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ ବି ବିକାଶ ଡାକ୍ତରଖାନା ତରଫରୁ ବରଗଡ଼ ଜିଲ୍ଲା ର ବରିଷ୍ଠ ନାଗରିକ ଚିକିତ୍ସା ପାଇଁ ବିକାଶ କୁ ଆସିଲେ ଯଥା ସମ୍ଭବ ଶିଘ୍ର ଚିକିତ୍ସା ସେବା ଯୋଗାଇଦେବା ପାଇଁ ବିକାଶ ଚିନ୍ତା କରିଛି।
ବିନା ସମସ୍ୟା ରେ ଓ ଯଥା ସମ୍ଭବ ରିହାତି ପାଇ ଚିକିତ୍ସାରେ ରହିଥିବା ବରିଷ୍ଠ ସୁବିଧା ସୁଯୋଗ ପାଇବେ ବୋଲି ବରଗଡ଼ ବିକାଶ ହସ୍ପିଟାଲ ଠାରେ ଜର୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ଆୟୋଜିତ ସମ୍ମିଳନୀ ରେ ମୁରଲି କ୍ରିଷ୍ଣା କହିଛନ୍ତି।
ଆସନ୍ତା ଦିନରେ ବିକାଶ ଡାକ୍ତରଖାନା ର ପରିଚାଳନା ଦାୟିତ୍ବରେ ଥିବା ଡ଼ାକ୍ତର ଚେକୋରୀ ରବି କୁମାର ଙ୍କ ସହ ଆଲୋଚନା କରି ପ୍ରସ୍ତାବ ଗୃହୀତ କରାଯିବ ବୋଲି କୁହାଯାଇଛି।
Report : Bijay ku sahu
Edited by k.s thakur...




ସ୍ୱାଗତ ପଦକ୍ଷେପ ଧନ୍ୟବାଦ
ReplyDelete