ଚିତେଶ୍ୱରୀ ରଣା ଉପମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ପୁରସ୍କୃତ...
କଣ୍ଟାବାଞ୍ଜି,୦୧/୦୬ : କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ର ଯୁକ୍ତ ତିନି ବାଣିଜ୍ୟ ସମ୍ମାନ ଦ୍ୱିତୀୟ ବର୍ଷ ର ଛାତ୍ରୀ ଚିତେଶ୍ଵରି ରଣା ଓଡ଼ିଶା ସରକାର ଙ୍କ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ଠାରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ପୁରସ୍କୃତ ହୋଇଛନ୍ତି।
Ad..
ସୂଚନା ଥାଉ କି ସୁଶ୍ରୀ ରଣା ମହାବିଦ୍ୟାଳୟ ସ୍ଥରୀୟ ଅହଲ୍ୟା ବାଇ ହୋଲକର୍ ଙ୍କ ସୁଶାସନ, ସମାଜ ପ୍ରତି ଓ ମହିଳା ସଶକ୍ତି କରଣରେ ଅବଦାନ ଉପରେ ବତ୍କୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
Ad..
ଏଥି ପାଇଁ ସୁଶ୍ରୀ ରଣା ଓ ତାଙ୍କର ଗାଇଡ ଖେଳ ଶିକ୍ଷୟତ୍ରୀ ରଂଜୁ ବଞ୍ଛୋର୍ ଙ୍କୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଓ ସମସ୍ତ ଅଧ୍ୟାପକ/ଅଧ୍ୟାପିକା /କର୍ମଚାରୀ ଅଭିନନ୍ଦନ ଜଣାଇ ଛନ୍ତି।
Edited by k.s thakur...
Tags:
chiteshwari rana
deputy cm Odisha
kantabanji
latest news
latest update
odisha daily current affairs
prabhati parida



