ପରିକ୍ରମା ପ୍ରକଳ୍ପ ସମୟରେ ଭଙ୍ଗା ଯାଇଥିବା ମଠ, ମନ୍ଦିରର ହେବ ପୁନଃବାସ...
ପୁରୀ,୨୩/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ଭଙ୍ଗା ଯାଇଥିବା ମଠ, ମନ୍ଦିର, ବିଜେସ୍ଥଳୀ ଗୁଡ଼ିକୁ ପୁନଃସ୍ଥାପନ କରିବେ ରାଜ୍ୟ ସରକାର ।୧୯ଟି ମଠକୁ ପୁନଃର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଓଡିଶା ସରକାର।
Ad..
ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ। ଏନେଇ ପୁରୀରେ ଜାଗା ଚିହ୍ନଟ ହୋଇଛି। ଗୋଟିଏ ଜାଗାରେ ବିଜେସ୍ଥଳୀ ରହିଲେ ଭକ୍ତଙ୍କ ପାଇଁ ସୁବିଧା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
Ad..
ଏ ନେଇ ଦେବୋତ୍ତର କମିଶନ ସହ ଆଲୋଚନା ସରିଛି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
Edited by k.s thakur...



