ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ପାଇଁ କଳସ ଶୋଭାଯାତ୍ରା...
ନୃସିଂହନାଥ,୦୮/୦୫ :- ଗତକାଲି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଯାର କେଶରୀ ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ପାଇଁ କଳସ ଶୋଭାଯାତ୍ରା ହୋଇଛି ଅନୁଷ୍ଠିତ।
Ad..
ସନ୍ଧ୍ୟା ୭ ଟାରେ ଏକ ବିଶାଳ କଳସ ଶୋଭାଯାତ୍ରା ପାପ ହାରଣୀ ଝରଣା କୂଳରୁ ୧୦୮ ମାଟି କଳସରେ ଜଳ ଆଣି ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ କରାଯାଇଥିଲା ସ୍ଥାପନ। ପଣ୍ଡିତ ଡିଗ୍ରିଧର ଦେବତା ପୁରୋହିତ୍ୟରେ କର୍ତ୍ତା ରୂପେ ଚୂଡ଼ାମଣି ଭୁଏ ଓ ଧର୍ମପତ୍ନୀ ସନ୍ତୋଷିନି ଭୁଏ ଦାୟିତ୍ଵ କରିଥିଲେ ନିର୍ବାହ।
Ad..
Ad..ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ତା୦୭/୦୫ରିଖ ରୁ ତା୧୨/୦୫ରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନାରୁ ଜଣାପଡ଼ିଛି।
Report : Bijay ku sahu
Edited by k.s thakur...
Tags:
baisakh mela
latest news
latest update
nrusinghnath temple
odisha daily current affairs
paikmaal




