ସୁରଭି ସୌଧ ଏବଂ ବିକାଶ କେନ୍ଦ୍ର ଦ୍ଵାରା ଗୌ ମାତା ଙ୍କ ସେବା ପାଇଁ ପାଣି ଟାଙ୍କି ର ବ୍ୟବସ୍ଥା...

ସୁରଭି ସୌଧ ଏବଂ ବିକାଶ କେନ୍ଦ୍ର ଦ୍ଵାରା ଗୌ ମାତା ଙ୍କ ସେବା ପାଇଁ ପାଣି ଟାଙ୍କି ର ବ୍ୟବସ୍ଥା...


କଣ୍ଟାବାଞ୍ଜି,୦୩/୦୫ : ସୁରଭି ସୌଧ ଏବଂ ବିକାଶ କେନ୍ଦ୍ର( ସୁରଭି ଗୌଶାଲା) ଦ୍ଵାରା ଗୌ ମାତା ଙ୍କ ସେବା ପାଇଁ ଏହି ଗ୍ରୀଷ୍ମ ଋତୁ ରେ କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ସ୍ଥାନରେ ପାଣି ଟାଙ୍କି ଲଗା ଯାଇଛି।

        Ad..


ଗ୍ରୀଷ୍ମ ପ୍ରବାହ ଯୋଗୁଁ ବର୍ତ୍ତମାନ ସ୍ଥିତି ରେ ଯେଉଁ ପରିସ୍ଥିତି ଅଛି ସେଥିରେ ଗୌ ମାତା ସହିତ ଅନ୍ୟାନ୍ୟ ସବୁ ପଶୁ ପକ୍ଷୀଙ୍କୁ ପାଣି ମିଲୁ ଓ ସେମାନଙ୍କୁ ସୋଶ ବିଲୁପ୍ତ ଅବସ୍ଥା ରେ ନ ରହିବା ପଡୁ ଏହି ଉଦ୍ଦେଶ୍ୟ ରେ ସୁରଭି ଗୌସାଲା ପକ୍ଷରୁ ୨୩ ଟି ପାଣି ଟାଙ୍କି ଲଗା ଯାଇଛି ।

         Ad..


ଯେଉଁ ସବୁ ମହାନ୍ ଉଦ୍ଦେଶ୍ୟ ବାଦି ମାନେ ପାଣି ଟାଙ୍କି ରେ ପାଣି ଭାରିବାର ର ନିଶ୍ଚୟ କରିଛନ୍ତି ତଥା ଟାଙ୍କି ର ରେଖା ଦେଖା ର ଦାୟିତ୍ଵ ତୁଲାଇ ଛନ୍ତି ସେମାନଙ୍କ ପ୍ରତିଷ୍ଠାନ ତଥା ଘର ସମ୍ମୁଖରେ ପାଣି ଟାଙ୍କି ସ୍ଥାପନ କରାଯାଇଛି। 

ପୂର୍ବ ବର୍ଷ ତଥା ତାଠୁ ପୂର୍ବ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ କଣ୍ଟାବାଞ୍ଜି ସହରରେ ଗୌ ମାତା ସେବା ନିମିତ୍ତ ସୁରଭି ଗୌସାଲା ପକ୍ଷରୁ ପାଣି ଟାଙ୍କି ଲଗାଯାଇ ଆସୁଅଛି।

ଏହି ବର୍ଷ ଏହି ସେବା କାର୍ଯ୍ୟରେ ସୁରଭି ଗୌସାଲା ଅଧ୍ୟକ୍ଷ ପ୍ରବୀଣ ଆର୍ୟା,ସମ୍ପାଦକ ଅଜିତ ଜୈନ,ସଂଯୋଜକ ଅଶୋକ ଛାପଡ଼ିୟା, ସଦସ୍ୟ ରାଜୁ ଶର୍ମା ଓ ଅନ୍ୟ ସଦସ୍ୟଙ୍କ ପୂର୍ଣ୍ଣ ସହାୟୋଗ ରହିଥିଲା।



Edited by k.s thakur...



Post a Comment

Previous Post Next Post