ବଲାଙ୍ଗିର ସାମ୍ବାଦିକ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ୍‌...

ବଲାଙ୍ଗିର ସାମ୍ବାଦିକ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ୍‌...


ବଲାଙ୍ଗିର,୩୧/୦୫ : କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଥିବାବେଳେ ଆଜି ବଲାଙ୍ଗିର SDJM କୋର୍ଟରୁ ସମସ୍ତ ୪ ଜଣଙ୍କୁ ଜାମିନ୍ ମିଳିଛି।

         Ad..


ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇଙ୍କୁ ମାତ୍ର ୨ ଦିନରେ ଜାମିନ୍ ମିଳିଛି । ଅନ୍ୟ ୩ ଜଣ ଅଭିଯୁକ୍ତ ଅବିନାଶ ଜେନା, ଆଦିତ୍ୟ ଜେନା ଓ ଗୁମର ନାୟକଙ୍କୁ ଗିରଫର ମାତ୍ର ୫ ଦିନ ପରେ ଜାମିନ୍ ମିଳିଛି।

         Ad..


ସୂଚନାଯୋଗ୍ୟ, ଗତ ୨୩ ତାରିଖ ଦିନ ପ୍ରଧାନ ଖବର ସଂଗ୍ରହ କରିବାକୁ କୁଲଥିପାଲି ଗାଁକୁ ଯାଇଥିବାବେଳେ ଗଜେନ୍ଦ୍ରର ସମର୍ଥକମାନେ ଗାଁ ମଝିରେ ବିଜୟ ପ୍ରଧାନଙ୍କୁ ଘେରିଯାଇ ଗାଳିଗୁଲଜ କରଥିଲେ ଏବଂ ହାତବାନ୍ଧି ମାଡ଼ ମାରିଥିଲେ।



Edited by k.s thakur...




Post a Comment

Previous Post Next Post