ରାଧାରାଣୀ ବିହାର ରେ ସାବିତ୍ରୀ ବ୍ରତ...
ବରଗଡ଼,୨୬/୦୫ : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ବରଗଡ଼ ର ସମସ୍ତ ଦେବାଦେବୀ ପୀଠ ଏବଂ ସାଇ ସାଇ ପଡା ମଧ୍ୟରେ ଉତ୍ସାହ ଉଦ୍ଦୀପନା ସହିତ ପାଳିତ ହୋଇ ଯାଇଅଛି।
Ad..
ଏହି ପରିପ୍ରେକ୍ଷୀରେ ବରଗଡ଼ ଖଜୁରଟିକ୍ରା ରାଧାରାଣୀ ବିହାର ଠାରେ ଖୁବ ଭକ୍ତି ସହକାରେ ବିବାହିତା ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରି ପଣ୍ଡିତ ଙ୍କ ଦ୍ଵାରା ସାବିତ୍ରୀ ବ୍ରତ କଥା ଶ୍ରବଣ କରିଥିଲେ।
Ad..
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜର୍ଜ ହାଇସ୍କୁଲ ର ଶିକ୍ଷୟିତ୍ରୀ ମଧୂମିତା ପୁରୋହିତ ଙ୍କ ସହିତ, କମଳା ଦାଶ , ଗାୟତ୍ରୀ ଦାଶ, ସବିତା ହାତି, ଗୀତାଞ୍ଜଳି ପଣ୍ଡା, ରେଣୁକା ଦାଶ, ମମତା ପଣ୍ଡା,ଲିଲୀ ବେହେରା,ଲିସା ବେହେରା ପ୍ରମୁଖ ନିଷ୍ଠାର ସହିତ ଉପବାସ ରହି ବ୍ରତ ପାଳନ କରିଥିଲେ।
Report : Bijay ku sahu
Edited by k.s thakur...



