ସରକାରୀ ବସ ଚଳାଚଳ ଦାବୀ...
ଗୋଲାମୁଣ୍ଡା,୩୦/୦୫ :ଓଡିଶା ସରକାର ବ୍ଲକ ରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତ କୁ ଗମନାଗମନ ପାଇଁ ବସସୁବିଧା ଯୋଗାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦୁର୍ଗମ ଓ ବଣପାହାଡ଼ ଘେରା ନକଟିକାନି ଦୀର୍ଘବର୍ଷ ହେଲା ବସସୁବିଧା ରୁ ବଞ୍ଚିତ ହେଉଛନ୍ତି।
Ad..
ଏ ବିଷୟରେ ପ୍ରଶାସନ ଅବଗତ ଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ପଞ୍ଚାୟତ ବାସୀ।
Ad..
ପ୍ରଶାସନ ଙ୍କୁ ଅନୁରୋଧ ସରକାରୀ ବସସେବା ଯୋଗାଇଦେଉନ୍ତୁ ନଚେତ ଆଗାମୀ ଦିନରେ ବିଜୁହାଇୱେ ଅବରୋଧ କରାଯିବ।
Edited by k.s thakur...



