ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଅଜାତ ଶତ୍ରୁ ଆନନ୍ଦ ଆଚାର୍ଯ୍ୟ ଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ରକ୍ତ ଦାନ ଶିବିର...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଅଜାତ ଶତ୍ରୁ ଆନନ୍ଦ ଆଚାର୍ଯ୍ୟ ଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ରକ୍ତ ଦାନ ଶିବିର...


ବରଗଡ଼,୧୭/୦୪ : ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଓଡ଼ିଶା ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଅଜାତ ଶତ୍ରୁ ଆନନ୍ଦ ଆଚାର୍ଯ୍ୟ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସର ରେ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି ।ଏହି ଅବସର ରେ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇ ଯାଇଛି। 

Ad..


ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ବରଗଡ଼ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର , ବରିଷ୍ଠ ବିଜେଡି ନେତା ସମ୍ବିତ ଆଚାର୍ଯ୍ୟ , ଅଚ୍ୟୁତାନନ୍ଦ ମହାପାତ୍ର, ଗୌରହରି  ମିଶ୍ର , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୋହନ ଲୁହା ,ପୌରାଧ୍ୟକ୍ଷ କଳ୍ପନା ମାଝୀ,ଉପ ନଗର ପାଳ ରାଜେଶ୍ ଅଗ୍ରୱାଲ , ଟାଉନ ବିଜେଡି ସଭାପତି କିଶୋର ମିଶ୍ର,ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା , ଯୁବନେତା ଜିତୁ ଭୋଇ,ଫର୍ ଅଧ୍ୟକ୍ଷା ମୀନାକ୍ଷୀ ମିଶ୍ର , ଯୁବ ବିଜେଡି ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠି ବିଜେଡି ନେତ୍ରୀ ଅନୁରାଧା ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପା ଭୋଇ କାଉନସିଲର ଉମା  ଚରଣ ରାଉତ ବେଦମତୀ ସେଠ,ରାଜୁ ଦାଶ,ରୋଶନ ପଧାନ,ଜନକ ଅଗ୍ରଓ୍ବାଲ,ରାଜୁ ସିଂ,ପିକୁନ ମହନ୍ତି,ସୁନୀତି ପଣ୍ଡା,ସାରଳା ବରର୍ତୀ,କବିତା ବେହେରା,ନିତୁ ମହାଣା,ଅକୃର ବାରିକ,ଜୌସ୍ନୈ ପାଇକ,ବଡ ମୁଣ୍ଡ ଯୁବ ନେତା କରନ ସିକନ୍ଦର, ଶୟନ ପଣ୍ଡା  ଶେଖ୍ ସବଦର, ନାଟୁ ଦାଶ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସର ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରାଯାଇ ଥିବା ବେଳେ ନୂତନ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର (ଜାପାନ ) ଙ୍କୁ ବରଗଡ଼ ବିଜେଡି ତରଫରୁ ଶୁଭେଚ୍ଛା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଅବସର ରେ ଆୟୋଜିତ ରକ୍ତ ଦାନ ଶିବିର କୁ ରାକେଶ ପାଣିଗ୍ରାହୀ ନରସିଂହ କର ସଂଯୋଜନା କରିଥିବା ବେଳେ  ପରିଚାଳନା ରେ ବରଗଡ଼ ପୌର ପରିଷଦ ର ସମସ୍ତ  କାଉନସିଲର ଙ୍କ ସମେତ ସମିତି ସଭ୍ୟ ନବୀନ ନାଗ ସରପଞ୍ଚ ପଦ୍ମ ଲୋଚନ ପ୍ରଧାନ ନିଲେଶ୍ୱର  ସରପଞ୍ଚ ନିରଞ୍ଜନ ମଲ୍ଲିକ ,ବୀରେନ ରଥ ପଞ୍ଚାନନ ବାଗ ଉଦ୍ଧବ ସେଟ୍,ଉତ୍ତମ ସାହୁ ଦିପକ ଦେହେରୀ ଅଭିନାଶ ମଲ୍ଲିକ ଦିବଶ ପଧାନ ଅଶୋକ ବାରିକ ପ୍ରମୁଖ ସହଯୋଗ କରିଥିଲେ।

ପ୍ରବଳ ଗରମ ସତ୍ବେ ରକ୍ତ ଦାନ ଶିବିରରେ ଉସ୍ଥାହ ର ସହ ରକ୍ତଦାତା ମାନେ ସହଯୋଗ କରିଥିବାରୁ ଆନନ୍ଦ ଆଚାର୍ଯ୍ଯ ସ୍ମୃତି କମିଟି ତରଫରୁ ଧନ୍ଯବାଦ ଅର୍ପଣ କରାଯାଇ ଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post