ଭାଙ୍ଗମୁଣ୍ଡା ଗ୍ରାମରେ କାଳ ବୈଶାଖୀ ର ପ୍ରଭାବ ବହୁତ ଲୋକଙ୍କ କ୍ଷତି କାଳ ବୈଶାଖୀ...
ଗାଇସିଲେଟ,୧୯/୦୪ : - ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଳପାଟ ଗ୍ରାପ ର ଭାଙ୍ଗମୁଣ୍ଡା ଗ୍ରାମରେ ଆଜି ଅପରାହ୍ନ ରେ ବହୁତ ଜୋର ରେ ବର୍ଷା ପବନ ଓ କରା ମାଡ଼ ହୋଇଛି। ଭାଙ୍ଗମୁଣ୍ଡା ଗ୍ରାମର ଅନେକ ଲୋକଙ୍କ କ୍ଷତି ହୋଇଛି। ଗଛ ଭାଙ୍ଗି ଯାଇ ଘର ଭାଙ୍ଗି ଦେଇଛି, ଆଦବେଷ୍ଟର ଉଡିଯାଇ ଅନେକ ଘର ଭୁଶୁଡି ପଡିଛି ମାନଙ୍କର ଅନେକ କ୍ଷତି ହେଇଯାଇଛି।
Ad..
ଲୋକ ମାନେ ଖଣ୍ଡିଆ ଖାବରା ମଧ୍ୟ ହୋଇଛନ୍ତି।ବିଦ୍ୟୁତ ତାର ଛିଣ୍ଡି ଖମ୍ବ ପଡିଯାଇଛି।ଦମକଳ ଆସି ଗଛ କାଟିବା କାମ ଜାରି ରଖିଛି। ଏପରି ଅନେକ କ୍ଷତି ହୋଇଯାଇଛି ଏଣୁ ପ୍ରଶାସନ ତଦନ୍ତ କରି କ୍ଷତି ପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Report : Bijay ku sahu
Edited by k.s thakur...


