ବିନା ଭିସାରେ ଭୁବନେଶ୍ଵର ରେ ରହୁଛନ୍ତି ପାକିସ୍ତାନୀ ମହିଳା, ନୋଟିସ ଜାରି କଲେ ସରକାର...
ଭୁବନେଶ୍ୱର,୨୬/୦୪ : ଭୁବନେଶ୍ୱର ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି। ସୂଚନା ଅନଯାୟୀ, ଓଡ଼ିଆ ଯୁବକଙ୍କୁ ବିବାହ କରି ରାଜଧାନୀରେ ରହୁଥିବା ସୂଚନା । ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍ ଜାରି ।୨୦୨୪ରେ ମହିଳାଙ୍କ ଭିସା ଅବଧି ଶେଷ ହୋଇଯାଇଛି।
Ad..
ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଥିବା ପାକିସ୍ତାନୀ ମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ତୁରନ୍ତ ବାହାର କରିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ ।
ପହଲଗାମ ଆକ୍ରମଣ ପରେ ଉଭୟର କେନ୍ଦ୍ର ଏବଂ ରାଜ୍ୟ ସରକାର ପାକିସ୍ତାନୀଙ୍କୁ ଦେଶରୁ ବାହାର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।
Edited by k.s thakur...
Tags:
Bhubaneswar
government notice
latest news
latest update
odisha daily current affairs
Pakistani woman
without visa


