ନବୀନଙ୍କ ଫଲ୍ସ ନ୍ୟାରେଟିଭ୍ ମନ୍ତବ୍ୟ; କାଉଣ୍ଟର କଲେ ମନମୋହନ ସାମଲ...
ଭୁବନେଶ୍ଵର,୧୯/୦୪ : ନବୀନଙ୍କ ଫଲ୍ସ ନ୍ୟାରେଟିଭ୍ ମନ୍ତବ୍ୟ; କାଉଣ୍ଟର କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।କେନ୍ଦ୍ର ୯ ବର୍ଷ ଭିତରେ କେତେ ଟଙ୍କା ଦେଇଛି ସେ ଉତ୍ତର ବିଜେଡି ଦଳ ଦେଇ ପାରିଲାନି । ନିର୍ବାଚନ ଆଗରୁ ଭାରତୀୟ ଜନତା ଦଳ ଯାହା ପ୍ରଶ୍ନ ବିଜୁ ଜନତା ଦଳକୁ ପଚାରିଥିଲା ସେ ସବୁର ଉତ୍ତର ବିଜେଡି ନିର୍ବାଚନ ସରିବା ପରେବି ଦେଇ ପାରିଲା ନାହିଁ।
Ad..
ଓଡ଼ିଶାବାସୀ ଜାଣିଲେ ତାଙ୍କର ନୈତିକ ସାହସ ନାହିଁ ତେଣୁ ସେମାନେ ବିଜେପିକୁ ସୁଯୋଗ ଦେଲେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କୁ ଟାର୍ଗେଟ କରି ମନମୋହନ ସାମଲ କହିଛନ୍ତି।
Edited by k.s thakur...
Tags:
Bhubaneswar
bjd
BJP
counter
latest news
latest update
Manmohan samal
Navin patnaik
odisha daily current affairs


