କଣ୍ଟାବାଞ୍ଜି ବିଜେପି ପକ୍ଷରୁ ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ...

କଣ୍ଟାବାଞ୍ଜି ବିଜେପି ପକ୍ଷରୁ ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୯/୦୪ : କଣ୍ଟାବାଞ୍ଜି ନିର୍ବାଚନ ବିଧାନସଭା ମଣ୍ଡଳୀର ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗୁପ୍ତେଶ୍ୱର ମନ୍ଦିର ଠାରେ ବିଗତ କାଲି ଶୁକ୍ରବାର ଦିନ ଆୟୋଜିତ ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟତା କର୍ମଶାଳା କାର୍ଯ୍ୟକ୍ରମ ମାଧ୍ୟମରେ ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଅବଗତ କରିବା ସଙ୍ଗେ ସଙ୍ଗେ ସକ୍ରିୟ ସଦସ୍ୟତା କର୍ମଶାଳା ର ଆୟୋଜନ କରାଯାଇଥିଲା।

Ad..


କଣ୍ଟାବାଞ୍ଜି ଅଞ୍ଚଳର ଜନସାଧାରଣଙ୍କୁ ଜ୍ଞାତ କରାଇ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କୁ  ଉତ୍ସାହିତ କରାଇ ଦଳୀୟ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇ ଥିଲେ ବିଧାୟକ ଲକ୍ଷ୍ମଣ ବାଗ।



Edited by k.s thakur...

Post a Comment

Previous Post Next Post