ସିହିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...

ସିହିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...


କଣ୍ଟାବାଞ୍ଜି/ବେଲପଡ଼ା,୧୨/୦୩ : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ସିହିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ତୁଲାରାମ ମାଝୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସିହିନି ସରପଞ୍ଚ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ବେହେରା...

Ad..


ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ସୁନିଲ କୁମାର ଶବର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ କୁମାର ପୁଟେଲ, ସମାଜସେବୀ ରାଜେନ୍ଦ୍ର କୁମାର ବେହେରା,ଗୋପବନ୍ଧୁ ତାଣ୍ଡି, କ୍ଷମାନିଧି  ପୁଟେଲ୍, ଗଙ୍ଗାଧର ବାରିକ ପ୍ରମୁଖ ଯୋଗ ଦେଇ ଥିଲେ। ଶିକ୍ଷା ସୋମନାଥ କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ। 

    Ad..


ସହଯୋଗୀ ପରିଚାଳନା କମିଟି ରେ ଦୁର୍ଗା ମାଧବ ତାଣ୍ଡି,ସଞ୍ଜୀବ କୁମାର ମିଶ୍ର,ବିଜୁ ଶବର,ଶ୍ରୀମତୀ ଆର୍ତି ବେହେରା,ଶ୍ରୀମତୀ ରୁପଶ୍ରୀ ସାହୁ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସହଯୋଗୀ ଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରା,ସଞ୍ଜୀବ କୁମାର ମିଶ୍ର, ବିଜୁ ଶବର,ଶ୍ରୀମତୀ ଆରତୀ ବେହେରା,ଶ୍ରୀମତୀ ରୂପଶ୍ରୀ ସାହୁ ସହଯୋଗ କରିଥିଲେ। 

ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ସିହିନୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ବେହେରା ବିଦ୍ୟାଳୟରେ ଶୁଦ୍ଧ ପିଇବା ପାଣି ନିମନ୍ତେ ଗୋଟିଏ R.O ଫିଲ୍ଟର୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ଧନ୍ୟବାଦ ଅର୍ପଣ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post