କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ : ପୋଲିସ ଓ ଚାଷୀ ଧସ୍ତା ଧସ୍ତି...

କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ : ପୋଲିସ ଓ ଚାଷୀ ଧସ୍ତା ଧସ୍ତି...


ବରଗଡ଼,୨୮/୦୩ : କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ପୋଲିସ ଓ ଚାଷୀ ଧସ୍ତା ଧସ୍ତି| ଶୁକ୍ରବାର  ବରଗଡ଼ ଗାନ୍ଧିଛକରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ପାଈଁ ଜୟ କିସାନ ଆନ୍ଦୋଳନ ରାସ୍ତାକୁ ଓଲ୍ହାଇ ଥିବା ବେଳେ କୁଶପୁତ୍ତଳିକାକୁ ଚାଷୀଙ୍କ ଠାରୁ ଟାଣି ନେଇଛି ପୋଲିସ।

Ad..


ପଞ୍ଜାବରେ ଚାଲିଥିବା ସଂଯୁକ୍ତ କିସାନ ମୋର୍ଚ୍ଚାର ଆନ୍ଦୋଳନକୁ ପ୍ରତାରଣା ଓ ଜୁଲମ ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ସାହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ କୁଶ ପୁତ୍ତଳିକା ଦାହ କରିବା ପାଈଁ ରାସ୍ତାରେ ଓଲ୍ହାଇଥିବା ଚାଷୀଙ୍କ ହାତରୁ ପୋଲିସ କୁସପୁତ୍ତଳିକା ଟାଣି ନେଇଛି। ତେବେ ପୋଲିସ ଓ ଚାଷୀ  ଧସ୍ତା ଧସ୍ତି ହୋଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post