ଅନୁଭବ ମହାନ୍ତି ଓ ଜାଗୃତିଙ୍କର ସରିଲା ନିର୍ବନ୍ଧ...

ଅନୁଭବ ମହାନ୍ତି ଓ ଜାଗୃତିଙ୍କର ସରିଲା ନିର୍ବନ୍ଧ...


ଭୁବନେଶ୍ୱର,୦୮/୦୩ : ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି ଖୁବଶୀଘ୍ର ପୁଣି ଥରେ ବାହା ହେବେ।ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହୋଇଛି। 

Ad..


ଓଲିଉଡ ସୁପରଷ୍ଚାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କର ନିର୍ବନ୍ଧ ହୋଇଛି। ଏ ବିଷୟରେ ଜାଗୃତି ନିଜ ଫେସ ବୁକ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି।

ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତି ଶୁକ୍ଲାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଏବଂ ଲୋକଙ୍କ ସାମ୍ନାକୁ ଆସିଥିଲା।




Edited by k.s thakur...



Post a Comment

Previous Post Next Post