୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ର ଦ୍ୱିତୀୟ କିସ୍ତି ଟଙ୍କା...
ବ୍ରହ୍ମପୁର,୦୮/୦୩ : ଅନ୍ତର୍ଜାତୀୟ ମହିଳା ଦିବସଅବସରରେ, ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି।
Ad..
ବ୍ରହ୍ମପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧ କୋଟି ୧୮ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର କୋଟି ରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି।
ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ରକ୍ଷାବନ୍ଧନରେ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।
Edited by k.s thakur...
Tags:
1crore above beneficiary
account
berhampur
Bhubaneswar
cm mohan Majhi
latest news
latest update
money send
odisha daily current affairs
Subhadra yojana


