ମହାଆଡମ୍ବର ରେ ଉଦଘାଟିତ ହେଲା ବ୍ଲକ ସ୍ତରୀୟ ମୁରିବାହାଲ ଧନୁଯାତ୍ରା ମହୋତ୍ସବ...
ମୁରିବାହାଲ, ୧୫/୦୨ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇ ଯାଇଛି। ସଭାପତି ଶ୍ରୀବତ୍ସ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରି ଓ ତାଙ୍କ ଧର୍ମପତ୍ନୀ ପ୍ରୀତି ସୌଲାଙ୍କି...
Ad..
ସମ୍ମାନିତ ଅତିଥି ଭାବରେ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ମୁରିବାହାଲ ଆଇଆଇସି ସିପରା ସାରୟ ଲୁଗୁନ, ସିଡିପିଓ ପୁର୍ଣିମା ବୈଠାରୁ, କୃଷି ଅଧୀଦର୍ଶକ କିଶୋର କୁମାର ଭୋଇ ଉପସ୍ଥିତ ରହି ବିଧିବଦ୍ଧ ଭାବରେ ଉଦଘାଟିତ କରିଥିଲେ।
ଏହି ଧନୁଯାତ୍ରା ମହୋତ୍ସବଟି ୧୪ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚଳିବ। ପ୍ରଥମ ରଜନୀରେ ଦୁର୍ମିଳା ସୁର ବଧ ଓ ନାରଦ କଂଶ ସମ୍ବାଦ ଅନୁଷ୍ଠିତ ହୋଇଥିଲା କଂସ ରୂପରେ ଆର୍ତ୍ତତ୍ରାଣ ସୁନାନୀ ଏହି ଧନୁଯାତ୍ରା ମହୋତ୍ସବ ରେ ଉପସ୍ଥିତ ଅଛନ୍ତି।
ପ୍ରଥମ ରଜନୀରେ କମିଟି ର ସଭାପତି ଶ୍ରୀବତ୍ସ ବେହେରା ସଭାପରିଚାଳନା କରିଥିଲେ ଅନ୍ୟ ମଧ୍ୟ ରେ ଉପସଭାପତି ସୁବ୍ରତ କୁମାର ମହାକୁର, ଲଷ୍ମୀକାନ୍ତ ଧରୁଆ, ନିରଞ୍ଜନ ସାହୁ, ବିଶ୍ୱବିହାରୀ ଯୋଶୀ, ଶ୍ୟାମ ସୁନ୍ଦର ଝାଙ୍କର, ଦିବ୍ୟ ସୁନ୍ଦର ସାହୁ କାର୍ଯ୍ୟକାରୀ ସଭାପତି ରମେଶ କୁମାର ନାଗ, ସୁଦାମ ସାହୁ, ରାଜୀବ ମହାନ୍ତି, ତରଣୀସେନ ମେହେର, ସୁଦାମ ବଘାର ସହ ସମ୍ପାଦକ ରାମରଞ୍ଜନ ପାତ୍ର...
ପ୍ରେମାନନ୍ଦ ମାଝୀ, ସୁଜିତ ପାଢ଼ୀ, ଅଭିଳାଶ ବଘାର,କୋଷାଧକ୍ଷ ଭରତ ଦାଶ, ପଦ୍ମଲୋଚନ ସାହୁ,ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ଦୀପ, ଖଗେଶ୍ୱର ସାହୁ, ସାଂସ୍କୃତିକ ସମ୍ପାଦକ ପୂର୍ଣଚନ୍ଦ୍ର ପଧାନ, ବୈରାଷ୍ଟ୍ର ପୋଢ଼, ହେମନ୍ତ ଶର୍ମା, ସେମନ୍ତ ବାଗ, କରଣ ଜାଲ, ରଂଜିତ ଆଚରି ଓ ସଂଯୋଜକ ଭାବରେ ସୁଧାଂଶୁ ପୋଢ଼ ଯାଦବ, ଲିଲୁମୋହନ ପଧାନ, ଉଦିତ କଟା, ଆବାହକ କୁନ୍ତ ପୋଢ଼, ବାବୁଲାଲ କେତକୀ,ଯାଞ୍ଚ ଅଧିକାରୀ ଭାବରେ ଅନିଲ ଶର୍ମା...
ସୁରେଶ ଶର୍ମା, ରାମକୃଷ ଆଡ଼ଯୁଆଡ, ଭୀଷ୍ମରାଜ ମେହେର, ପ୍ରଚାରପ୍ରସାରର ପ୍ରଫୁଲ୍ଲ ବଘାର, କେଦାର ବଡ଼ଜେନା, ଦେବବ୍ରତ ବିଶି ଓ ମନୋଜ କର ଓ ଆଇନ ପରାମର୍ଶ ଦାତା ଭାବରେ ଜୟଦୀପ ପୁରୋହିତ, ଶମ୍ଭୁ ପ୍ରସାଦ ଭୋଇ ଉପସ୍ଥିତ ଥିଲେ ଉପଦେଷ୍ଟା କମିଟି ରୁ ଭଗବାନ ମହାନ୍ତି,ଭଗତ ନାଗ, ଦୁର୍ଯ୍ୟୋଧନ ବେହେରା, ଚିନ୍ତାମଣି ମହାରଣା ଉପସ୍ଥିତ ଥିଲେ ଶେଷରେ ସୁଦାମ ଚରଣ ବଘାର ଧନ୍ୟବାଦ ଦେଇ ଥିଲେ।
Edited by k.s thakur...


