ବରଗଡ଼ ଜିଲ୍ଲା ପଦ୍ମପୁର ସିର୍ଜିନା ନାଟ୍ୟ ଅନୁଷ୍ଠାନ ର ନୂତନ କର୍ମ କର୍ତ୍ତା ଚୟନ...
ବରଗଡ଼,୧୯/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ର ସର୍ବ ପୁରାତନ ସାମାଜିକ ନାଟ୍ଯ ଅନୁଷ୍ଠାନ ସିର୍ଜିନା ର କର୍ମକର୍ତ୍ତା ଚୟନ ହୋଇଯାଇଛି।
Ad..
ସର୍ବସମ୍ମତିକ୍ରମେ ସଭାପତି ଆଇନଜୀବୀ ଆଦିତ୍ୟ କୁମାର ରଥ କାର୍ଯ୍ୟକାରି ସଭାପତି ସନ୍ତୋଷ କୁମାର ମହାନ୍ତି ଉପ ସଭାପତି ଆଖଣ୍ଡଲ ଦାଶ ସମ୍ପାଦକ ଭାବରେ ପୂର୍ବତନ ଶିକ୍ଷକ ତଥା ବରିଷ୍ଠ ନାଟ୍ୟ କାର ରାଜେନ୍ଦ୍ର କୁମାର ମହାନ୍ତି ସହ ସଂପାଦକ ଅଧ୍ୟାପକ ପୌଲସ୍ତ୍ଯ ସାହା...
Ad..
କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ନାଥ ,ସାଂସ୍କୃତିକ ସମ୍ପାଦକ ଶ୍ରୀ ନରୋତ୍ତମ ଦାଶ ସାହିତ୍ୟ ସମ୍ପାଦକ ଡ ଅବନୀ କାନ୍ତ ସାହୁ ,ଉପଦେଷ୍ଟା ମଣ୍ଡଲିରେ ଆନନ୍ଦ୍ ବେହେରା,ପ୍ରଦୀପ ପୁରୋହିତ,ବିଦ୍ୟା ଧର ଦାଶ,ଶେଷ ଦେବ ମେହେର ,କିଶୋର ପାତ୍ର, ସନାତନ ବାରିକ,କୁଞ୍ଜ ବିହାରୀ ସରାଫ,ସୁବାସ ସାହୁ ଶ୍ରୀ ଭୋଜରାଜ ବୁଡେକ୍ ଓ ପଦ୍ମନ ରଣା ,ଆଇନ ପରାମର୍ଶ ଦାତା ଭାବରେ ବରିଷ୍ଠ ଆଇନଜୀବୀ ତଥା ଅବସରପ୍ରାପ୍ତ ବିଚାରପତି ରାମ ଚନ୍ଦ୍ର ତ୍ରିପାଠୀ, ସଂଯୋଜକ ଶ୍ରୀ ସୁଶାନ୍ତ ମହାପାତ୍ର ପ୍ରମୁଖ ମନୋନୀତ ହୋଇଥିବା ର ସିର୍ଜିନା ଅନୁଷ୍ଠାନ ର ସମ୍ପାଦକ ଘୋଷଣା କରିଛନ୍ତି।
Report : Bijay ku sahu
Edited by k.s thakur...



