କଳାପାଣି ମଣ୍ଡିରେ ନୂତନ କରି ନିର୍ମାଣ ହେଉଥିବା କୃଷକ ଭବନରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ...
ବରଗଡ଼,୧୭/୦୧ : ବରଗଡ଼ ଅଧିନସ୍ଥ କଳାପାଣି ମଣ୍ଡିରେ ନୂତନ କରି ନିର୍ମାଣ ହେଉଥିବା କୃଷକ ଭବନରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଚାଷୀ।
Ad..
ଶୁକ୍ରବାର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କଳାପାଣି ମଣ୍ଡିରେ ନୂତନ କରି ନିର୍ମାଣ ହେଉଥିବା କୃଷକ ଭବନରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି।
Ad..
ଏନେଇ ଚାଷୀ ମାନେ ଠିକା ସଂସ୍ଥାକୁ ଅବଗତ କରାଇଲେ ମଧ୍ୟ କିଛି ଫଳ ମିଳିନାହିଁ। ଏହାସହ କେତେ ଟଙ୍କାରେ କୃଷକ ଭବନ ନିର୍ମାଣ ହେଉଛି ଏହାର ସୂଚନା ଫଳକ ନାହିଁ।କାର୍ଯ୍ୟର ତଦନ୍ତ କରି ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଚାଷୀ ମାନେ ଦାବି କରିଛନ୍ତି।
Ad..
Report : Bijay ku sahu
Edited by k.s thakur...




