ଖୁବ ଶୀଘ୍ର ରାଜ୍ୟରେ ବଢ଼ିବ ଅଙ୍ଗନବାଡି କର୍ମୀଙ୍କ ଦରମା !

ଖୁବ ଶୀଘ୍ର ରାଜ୍ୟରେ ବଢ଼ିବ ଅଙ୍ଗନବାଡି କର୍ମୀଙ୍କ ଦରମା !


ଭୁବନେଶ୍ୱର,୧୬/୦୧ : ବଢ଼ିବ ଅଙ୍ଗନବାଡି କର୍ମୀଙ୍କ ଦରମା। ରାଜ୍ୟ ଅଙ୍ଗନବାଡି କର୍ମୀଙ୍କ ଦରମା ବଢ଼ିବା ନେଇ କେନ୍ଦ୍ରକୁ ଦିଆଗଲା ପ୍ରସ୍ତାବ। ରାଜସ୍ଥାନ ଜୟପୁର ଚିନ୍ତନ ଶିବିରରେ ପ୍ରସ୍ତାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

            Ad..


ଏହା ସହ ଉପମୁଖ୍ୟମନ୍ତ୍ରୀ  ରାଜ୍ୟରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ୍‌ ସୁବିଧା ନେଇ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏହା ଉପରେ ବିଚାର କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। 

Ad..


ସେ କହିଛନ୍ତି ଏହା ସହ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବି ଆଲୋଚନା ହୋଇଛି। ଯଦି ସମସ୍ତ ଦାବି ଉପରେ କେନ୍ଦ୍ର ମୋହର ବାଜେ ତାହେଲେ ଅଙ୍ଗନଓ୍ବାଡି କର୍ମୀ ସର୍ବାଧିକ ସକ୍ଷମ ହେବେ।

     Ad..



Edited by k.s thakur...

Post a Comment

Previous Post Next Post