ଡିଆଇଇଟିରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ...
ବଲାଙ୍ଗୀର,୨୦/୦୧ : ବଲାଙ୍ଗୀର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବାର୍ଷିକ କ୍ରୀଡ଼ା ଉତ୍ସବ ସ୍ଥାନୀୟ ପୃଥିବୀ ରାଜ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିଲା।
Ad..
ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଜ୍ଞାନେନ୍ଦ୍ର ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ସ୍ୱ।ଗତ ଭାଷଣ ପ୍ରଦାନ କରି ପ୍ରତିଯୋଗୀ ଓ ଗୁରୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ସମସ୍ତ ଶିକ୍ଷକ ପ୍ରଶିକ୍ଷକ ଓ କର୍ମଚାରୀଙ୍କ ସହଯୋଗରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚନ୍ଦନଭାଟିର ଖେଳ ଶିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ମେହେର ଓ ପିପି ଏକାଡେମୀର ଖେଳ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ମିଶ୍ର ଦିନ ତମାମ ବିଭିନ୍ନ ପ୍ରତିଯୋଗିତା ଗୁଡିକୁ ସୂଚାରୁ ଭାବେ ତୁଲେଇଥିଲେ।
Ad..
Edited by k.s thakur...




