ସମାଜ ସେବୀ ଶ୍ରୀମତୀ ସଂଘ ମିତ୍ରା ପଟେଲ ଭାରତୀୟ କିସାନ ସଂଘ ଓଡିଶା ପ୍ରଦେଶ ର ମହିଳା ପ୍ରମୁଖ ରୂପେ ନିର୍ବାଚିତ....
ବରଗଡ଼,୦୨/୦୧ : ବରଗଡ଼ ର ସମାଜ ସେବୀ ଶ୍ରୀମତୀ ସଂଘ ମିତ୍ରା ପଟେଲ ଭାରତ ର ସର୍ବ ବୃହତ କୃଷକ ସଂଗଠନ ଭାରତୀୟ କିସାନ ସଂଘ ଓଡିଶା ପ୍ରଦେଶ ର ମହିଳା ପ୍ରମୁଖ ରୂପେ ନିର୍ବାଚିତ ହୋଇଛନ୍ତି।
Ad..
ଗତ ଡ଼ିସେମ୍ବର ୩୦ ଓ ୩୧ ଡ଼ିସେମ୍ବର ୨୦୨୪, ଧନୁପାଲି ସରସ୍ବତୀ ଶିଶୁ ମନ୍ଦିର ରେ ଆୟୋଜିତ ୧୦ ତମ ଦୁଇ ଦିନିଆ ସାଧାରଣ ପରିଷଦ ଅଧିବେଶନ ରେ ୩୦ ଜିଲ୍ଲା ରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ଚାଷୀ ପ୍ରତିନିଧି ଙ୍କ ଗହଣରେ କେନ୍ଦ୍ର ସଂଗଠନ ର ସହ ସଂଗଠନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ...
Ad..
ରାଷ୍ଟ୍ରୀୟ ମହା ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର, ରାଷ୍ଟ୍ରୀୟ ସଦସ୍ୟ ଶ୍ରୀ କେଦାର ମିଶ୍ର ଓ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀନିବାସ ଜୀ ଉପସ୍ଥିତି ରେ ଶ୍ରୀ ଗଜେନ୍ଦ୍ର ସିଂ ନାମ ଘୋଷଣା କରିଥିଲେ, ଓଡିଶା ପ୍ରଦେଶ ର ବରଗଡ଼ ରୁ ଏକମାତ୍ର ମହିଳା ପ୍ରମୁଖ ଶ୍ରୀମତୀ ପଟେଲ ଙ୍କ ନିଯୁକ୍ତି ସଂଗଠନ କୁ ମହିଳା ଚାଷୀ ଙ୍କୁ ପ୍ରଭାବିତ କରିବ ଓ ସଂଗଠନ ମଜଭୁତ ରହିବ ବୋଲି ବରଗଡ ଜିଲ୍ଲା ରେ ଆନନ୍ଦ ଲହରୀ ସୃଷ୍ଟି ହୋଇଛି।
Ad..
Report : Bijay ku sahu
Edited by k.s thakur...




