ଆଧ୍ୟାତ୍ମିକ ଜ୍ଞାନ ବିଦ୍ୟାର୍ଥୀ ଙ୍କ ଜୀବନ କୁ ଶୃଙ୍ଖଳିତ କରେ...
ବରଗଡ଼,୦୫/୧୨ : ବିଦ୍ୟାର୍ଥୀ ଜୀବନ ହେଉଛି ତପସ୍ୟା ର ଜୀବନ।ବିଦ୍ୟା ଅର୍ଜନ ସହିତ ଆଧ୍ୟାତ୍ମିକ ଜ୍ଞାନ ଆହରଣ ବିଦ୍ୟାର୍ଥୀ ଙ୍କ ଜୀବନ କୁ ଶୃଙ୍ଖଳିତ କରିଥାଏ ବୋଲି ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ଗୁରୁବାର ଆୟୋଜିତ ନୈତିକ ଶିକ୍ଷା କାର୍ଯ୍ୟକ୍ରମ ରେ ପରିବ୍ରାଜକ ସ୍ଵାମୀ ବେଦାନନ୍ଦ ଶାସ୍ତ୍ରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ।
Ad..
ପ୍ରତି ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଆଧ୍ୟାତ୍ମିକ ଶିକ୍ଷା ର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ । ପଣ୍ଡିତ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଥିଲେ।
Report : Bijay ku sahu
Edited by k.s thakur...


